ଶାରୀରିକ ଅକ୍ଷମତା ସତ୍ତ୍ୱେ ଜଗନ୍ନାଥଙ୍କ ସଫଳତା

ଶାରୀରିକ ଅକ୍ଷମତା, ଅନେକ ପ୍ରତିକୂଳତା, ତଥାପି ସେ ହାରି ନାହାନ୍ତି....ନିଜେ ନିଜେ ଚାଲୁଛନ୍ତି....ପାହାଚରେ ଚଢ଼ୁଛନ୍ତି....ଖାତାରେ ଲେଖୁଛନ୍ତି.....ବହି ଧରି ପଢ଼ୁଛନ୍ତି....ଏପରିକି ମୋବାଇଲ୍ ଚଳାଇପାରୁଛନ୍ତି ...ସବୁଥିରେ ପ୍ରତିଫଳିତ ହୋଇଛି ତାଙ୍କର ଦୃଢ଼ ଇଚ୍ଛାଶକ୍ତି... ସେ ପ୍ରମାଣିତ କରିଛନ୍ତି ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ସଫଳତା ମିଳେ....ଅସମ୍ଭବକୁ ସମ୍ଭବ କରିହୁଏ....