ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବସ୍ : ଜଣେ ବୃଦ୍ଧଙ୍କ ମୃତ୍ୟୁ
ଆସ୍କା ୭।୮: ଭାରସାମ୍ୟ ହରାଇ ରାସ୍ତା କଡ ଜମିକୁ ଖସିଲା ଘରୋଇ ବସ୍ । ବଡପଣ୍ଡା ନାମକ ବସ୍ଟି ରାସ୍ତା କଡ଼କୁ ଖସିପଡିଛି l ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରରୁ ଭାୟା ଭଞ୍ଜନଗର ଦେଇ ବଲାଙ୍ଗୀର ଓ ପାଟଣାଗଡ ଯାଉଥିବା ବେଳେ ପିତ୍ତଳ ଛକ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତାକଡ ଜମିକୁ ବସ୍ଟି ଖସିପଡିଥିବା ସୂଚନା ମିଳିଛି I ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ lYou Can Read:ଗାଁରେ ପଶିଛି ହେଟା, ବାଘକୁ ଗୋଡାଇଲେ ଉଗ୍ର ହୋଇ ଦଉଡୁଛି
ଆସ୍କା ୭।୮: ଭାରସାମ୍ୟ ହରାଇ ରାସ୍ତା କଡ ଜମିକୁ ଖସିଲା ଘରୋଇ ବସ୍ । ବଡପଣ୍ଡା ନାମକ ବସ୍ଟି ରାସ୍ତା କଡ଼କୁ ଖସିପଡିଛି l
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରରୁ ଭାୟା ଭଞ୍ଜନଗର ଦେଇ ବଲାଙ୍ଗୀର ଓ ପାଟଣାଗଡ ଯାଉଥିବା ବେଳେ ପିତ୍ତଳ ଛକ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତାକଡ ଜମିକୁ ବସ୍ଟି ଖସିପଡିଥିବା ସୂଚନା ମିଳିଛି I ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ l
You Can Read:
ଗାଁରେ ପଶିଛି ହେଟା, ବାଘକୁ ଗୋଡାଇଲେ ଉଗ୍ର ହୋଇ ଦଉଡୁଛି