ଭାଲିଆଡ଼ିହା ନିକଟରେ ଓଲଟିଲା ଗୋରୁ ଗାଡି

ପାଟଣା : ସୋମବାର ଭୋର ସାଢ଼େ ୪ଟା ସମୟରେ ପାଟଣା ଥାନା ଅଞ୍ଚଳ ସାହାରପଡା-ମାଛଗଡ଼ ରାସ୍ତାର ଭାଲିଆଡିହା ନିକଟରେ ଏକ ଗୋରୁ ବୋଝେଇ ପିକ ଅପ ଓଲଟି ପଡିଥିଲା। ଗାଡିଟି ଓଲଟି ପଡିବା ପରେ ଗୋରୁ ବେପାରୀମାନେ ୭ଟି ଗୋରୁଙ୍କୁ ଅନ୍ୟତ୍ର ଲୁଚାଇ ରଖିଥିଲେ। ସ୍ଥାନୀୟ ଲୋକେ ଗୋରୁ ଗୁଡିକୁ ଉଦ୍ଧାର କରି ଆଜି ସାହାରପଡା ଫାଣ୍ଡି ଅଧିକାରୀ ଭବାନୀ ଶଙ୍କର ବାଦିଙ୍କ ଜିମା ଦେଇଥିଲେ। ରାଇଡିହା ଆଡୁ ସାହାରପଡା ଆଡକୁ ଆସୁଥିବାବେଳେ ପିକଅପଟି ଦୁର୍ଘଟଣା ଗ୍ରସ୍ତ […]

ଭାଲିଆଡ଼ିହା ନିକଟରେ ଓଲଟିଲା ଗୋରୁ ଗାଡି

ପାଟଣା : ସୋମବାର ଭୋର ସାଢ଼େ ୪ଟା ସମୟରେ ପାଟଣା ଥାନା ଅଞ୍ଚଳ ସାହାରପଡା-ମାଛଗଡ଼ ରାସ୍ତାର ଭାଲିଆଡିହା ନିକଟରେ ଏକ ଗୋରୁ ବୋଝେଇ ପିକ ଅପ ଓଲଟି ପଡିଥିଲା। ଗାଡିଟି ଓଲଟି ପଡିବା ପରେ ଗୋରୁ ବେପାରୀମାନେ ୭ଟି ଗୋରୁଙ୍କୁ ଅନ୍ୟତ୍ର ଲୁଚାଇ ରଖିଥିଲେ। ସ୍ଥାନୀୟ ଲୋକେ ଗୋରୁ ଗୁଡିକୁ ଉଦ୍ଧାର କରି ଆଜି ସାହାରପଡା ଫାଣ୍ଡି ଅଧିକାରୀ ଭବାନୀ ଶଙ୍କର ବାଦିଙ୍କ ଜିମା ଦେଇଥିଲେ। ରାଇଡିହା ଆଡୁ ସାହାରପଡା ଆଡକୁ ଆସୁଥିବାବେଳେ ପିକଅପଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏନେଇ ପାଟଣା ଥାନା କେସ ନଂ ୩୪୧/୨୦୨ ମୂଳେ ମାମଲା ରୁଜୁ ହୋଇଛି। ପୁଲିସ ଦୁର୍ଘଟଣାସ୍ଥଳରୁ ପିକଅପକୁ ଜବତ କରିଥିବାବେଳେ ଜବତ ଗୋରୁ ଗୁଡିଙ୍କୁ କାରଞ୍ଜିଆ ଗୋ ଶାଳାରେ ଛାଡିଛି।