ଭିଆଇପି ଅଞ୍ଚଳରେ ଚାଲିଥିଲା ଜୁଆ ଆଡ୍ଡା, ୫ ଜୁଆଡ଼ି ଗିରଫ
ଭୁବନେଶ୍ୱର : ପାର୍ବଣ ପୂର୍ବରୁ ଭୁବନେଶ୍ୱର ନୟାପଲ୍ଲୀ ଥାନା ଭିଆଇପି ଅଞ୍ଚଳରେ ଚାଲି ଥିଲା ଜୁଆ ଆଡ୍ଡା । ଖବର ପାଇ ଜୁଆ ଆଡାରେ ରେଡ୍ଡ କରିଛି ନୟାପଲ୍ଲୀ ଥାନା ପୋଲିସ ଓ ସ୍ପେଷାଲ ସ୍କ୍ୟାର୍ଡ । ନୟାପଲ୍ଲୀର ଏକ ଓୟୋ ରୁମ୍ ରେ ଚାଲିଥିଲା ଜୁଆ ଆଡା । ୫ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଚଡ୍ଡାଉ ବେଳେ ପୁଳା ପୁଳା ଟଙ୍କା ଓ ଏକାଧିକ ମୋବାଇଲ୍ , ତାସ, ଓ […] The post ଭିଆଇପି ଅଞ୍ଚଳରେ ଚାଲିଥିଲା ଜୁଆ ଆଡ୍ଡା, ୫ ଜୁଆଡ଼ି ଗିରଫ appeared first on KNews Odisha.

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ଭୁବନେଶ୍ୱର ନୟାପଲ୍ଲୀ ଥାନା ଭିଆଇପି ଅଞ୍ଚଳରେ ଚାଲି ଥିଲା ଜୁଆ ଆଡ୍ଡା । ଖବର ପାଇ ଜୁଆ ଆଡାରେ ରେଡ୍ଡ କରିଛି ନୟାପଲ୍ଲୀ ଥାନା ପୋଲିସ ଓ ସ୍ପେଷାଲ ସ୍କ୍ୟାର୍ଡ । ନୟାପଲ୍ଲୀର ଏକ ଓୟୋ ରୁମ୍ ରେ ଚାଲିଥିଲା ଜୁଆ ଆଡା । ୫ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଚଡ୍ଡାଉ ବେଳେ ପୁଳା ପୁଳା ଟଙ୍କା ଓ ଏକାଧିକ ମୋବାଇଲ୍ , ତାସ, ଓ ନିଶା ସାମଗ୍ରୀକୁ ଜବତ କରିଛି ପୋଲିସ ।
The post ଭିଆଇପି ଅଞ୍ଚଳରେ ଚାଲିଥିଲା ଜୁଆ ଆଡ୍ଡା, ୫ ଜୁଆଡ଼ି ଗିରଫ appeared first on KNews Odisha.