ଭାରସାମ୍ୟ ହରାଇ ନାଳକୁ ଖସିଲା କାର୍, ଦୁଇ ଆହତ

ଜଗତସିଂହପୁର : ନାଳକୁ ଖସିଲା କାର୍, ଦୁଇ ଆହତ । ଜଗତସିଂହପୁର ସଦର ଥାନା କୋଦଳପସା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଆଳିପିଙ୍ଗଳ ଅଭିମୁଖେ ଯାଉଥିଲା କାର୍ । ଗାଡି ଭିତରେ ୪ଜଣ ଥିଲେ । କୋଦଳପସା ନିକଟରେ ଭାରସାମ୍ୟ ହରାଇ ଗାଡିଟି ନାଳକୁ ଖସିପଡିଥିଲା । କାର୍ ଭିତରୁ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭତ୍ତିର୍ କରିଛନ୍ତି ସ୍ଥାନୀୟ ଲୋକ ।   ଆହୁରି ପଢ଼ନ୍ତୁ :  ପିକପ୍ […] The post ଭାରସାମ୍ୟ ହରାଇ ନାଳକୁ ଖସିଲା କାର୍, ଦୁଇ ଆହତ appeared first on KNews Odisha.

ଭାରସାମ୍ୟ ହରାଇ ନାଳକୁ ଖସିଲା କାର୍, ଦୁଇ ଆହତ
accident

ଜଗତସିଂହପୁର : ନାଳକୁ ଖସିଲା କାର୍, ଦୁଇ ଆହତ । ଜଗତସିଂହପୁର ସଦର ଥାନା କୋଦଳପସା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଆଳିପିଙ୍ଗଳ ଅଭିମୁଖେ ଯାଉଥିଲା କାର୍ । ଗାଡି ଭିତରେ ୪ଜଣ ଥିଲେ । କୋଦଳପସା ନିକଟରେ ଭାରସାମ୍ୟ ହରାଇ ଗାଡିଟି ନାଳକୁ ଖସିପଡିଥିଲା । କାର୍ ଭିତରୁ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭତ୍ତିର୍ କରିଛନ୍ତି ସ୍ଥାନୀୟ ଲୋକ ।

 

ଆହୁରି ପଢ଼ନ୍ତୁ :  ପିକପ୍ ଭ୍ୟାନ ଧକ୍କାରେ ଜଣେ ମୃତ, ପୋଲିସର ତଦନ୍ତ ଆରମ୍ଭ

The post ଭାରସାମ୍ୟ ହରାଇ ନାଳକୁ ଖସିଲା କାର୍, ଦୁଇ ଆହତ appeared first on KNews Odisha.