ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର || Deputy Collector in Vigilance Net || BADAKHABAR TV
#ଭିଜିଲାନ୍ସ_ଜାଲରେ_ଡେପୁଟି_କଲେକ୍ଟର କେନ୍ଦୁଝର: ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର ଶରତ ଗିରି...ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି ...୫୦ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ...ଜମିଜମା ମାମଲାରେ ନେଉଥିଲେ ଟଙ୍କା .
#ଭିଜିଲାନ୍ସ_ଜାଲରେ_ଡେପୁଟି_କଲେକ୍ଟର
କେନ୍ଦୁଝର: ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର ଶରତ ଗିରି...ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି ...୫୦ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ...ଜମିଜମା ମାମଲାରେ ନେଉଥିଲେ ଟଙ୍କା .