ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ

ଯୋଡ଼ା : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଆରଆଇ I ଜମି ମ୍ୟୁଟେସନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି ଯୋଡ଼ା ବିଲେଇପଦା ଆଇଆଇ ପୀର ଖାଁ I ଯୋଡ଼ା ବ୍ଲକ ଦେଓଝର ପଂଚାୟତ ମୁର୍ଗାବେଡା ଗାଁର ଦୁବରାଜ ହେମ୍ରମଙ୍କ ଠାରୁ ଜମି ପଟ୍ଟା ବାବଦକୁ ୫୦ ହଜାର ତାଙ୍କ ଲାଞ୍ଚ ମାଗିଥିଲେ ପୀର ଖାଁ I ଏବାବାଦକୁ ଆଜି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ତାଙ୍କୁ ତାଙ୍କ ସହିତ ଧରିଛି […]

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ
ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ

ଯୋଡ଼ା : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଆରଆଇ I ଜମି ମ୍ୟୁଟେସନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି ଯୋଡ଼ା ବିଲେଇପଦା ଆଇଆଇ ପୀର ଖାଁ I ଯୋଡ଼ା ବ୍ଲକ ଦେଓଝର ପଂଚାୟତ ମୁର୍ଗାବେଡା ଗାଁର ଦୁବରାଜ ହେମ୍ରମଙ୍କ ଠାରୁ ଜମି ପଟ୍ଟା ବାବଦକୁ ୫୦ ହଜାର ତାଙ୍କ ଲାଞ୍ଚ ମାଗିଥିଲେ ପୀର ଖାଁ I ଏବାବାଦକୁ ଆଜି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ତାଙ୍କୁ ତାଙ୍କ ସହିତ ଧରିଛି ଭିଜିଲାନ୍ସ I ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ସରକାରୀ କ୍ୱାର୍ଟର, କାର୍ଯ୍ୟାଳୟ ଆଦି ସ୍ଥାନରେ ଚଢାଉ ଜାରି ରହିଛି।