ଭିଣୋଇକୁ କଟୁରୀରେ ହାଣିଲା ଶାଳକ, ପୂର୍ବଶତ୍ରୁତା ନେଇ ଆକ୍ରମଣ !

ଭୁବନେଶ୍ୱର ୦୫।୦୫ :  ଭୁବନେଶ୍ୱର ଉପକଣ୍ଠ ରଣସିଂହପୁରରେ ଅଭାବନୀୟ ଘଟଣା । ଭିଣୋଇକୁ କଟୁରୀରେ ହାଣିଲା ଶାଳକ । ଯାହାଫଳରେ ଭିଣୋଇ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, କୌଣସି କଥାକୁ ନେଇ ଶାଳକ ଓ ଭିଣୋଇଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଯାହାର ଫଳସ୍ୱରୂପ ଭିଣୋଇକୁ କଟୁରୀରେ ହାଣିଛି ଶାଳକ । ଯେଉଁଥିରେ ଭିଣୋଇ ଜଣଙ୍କ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଭିଣୋଇକୁ ଆକ୍ରମଣ ପରେ ଥାନାରେ ଅଭିଯୁକ୍ତ ଶାଳକ ଆତ୍ମସମର୍ପଣ କରିଛି । ବାକି ପୋଲିସ ମଧ୍ୟ ଘଟଣାର ଛାନ୍‌ଭିନ୍ ଜାରି ରଖିଛି ।   

ଭିଣୋଇକୁ କଟୁରୀରେ ହାଣିଲା ଶାଳକ, ପୂର୍ବଶତ୍ରୁତା ନେଇ ଆକ୍ରମଣ !

ଭୁବନେଶ୍ୱର ୦୫।୦୫ :  ଭୁବନେଶ୍ୱର ଉପକଣ୍ଠ ରଣସିଂହପୁରରେ ଅଭାବନୀୟ ଘଟଣା । ଭିଣୋଇକୁ କଟୁରୀରେ ହାଣିଲା ଶାଳକ । ଯାହାଫଳରେ ଭିଣୋଇ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, କୌଣସି କଥାକୁ ନେଇ ଶାଳକ ଓ ଭିଣୋଇଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଯାହାର ଫଳସ୍ୱରୂପ ଭିଣୋଇକୁ କଟୁରୀରେ ହାଣିଛି ଶାଳକ । ଯେଉଁଥିରେ ଭିଣୋଇ ଜଣଙ୍କ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଭିଣୋଇକୁ ଆକ୍ରମଣ ପରେ ଥାନାରେ ଅଭିଯୁକ୍ତ ଶାଳକ ଆତ୍ମସମର୍ପଣ କରିଛି । ବାକି ପୋଲିସ ମଧ୍ୟ ଘଟଣାର ଛାନ୍‌ଭିନ୍ ଜାରି ରଖିଛି ।