‘ଭିନେଶ ଫୋଗଟଙ୍କୁ ‘ଭାରତ ରତ୍ନ’ ଦିଆଯାଉ’
ନୂଆଦିଲ୍ଲୀ,୭।୮: ଭାରତୀୟ ରେସଲର ଭିନେଶ ଫୋଗଟଙ୍କ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା କରାଯାଇଛି। ଅଲିମ୍ପିକ ପ୍ରତିଯୋଗିତାରୁ ମହିଳା ରେସଲର ଭିନେଶଙ୍କ ଅଯୋଗ୍ୟତା ପଛରେ ଏକ ଷଡଯନ୍ତ୍ରକାରୀ ଅଛନ୍ତି ବୋଲି ସଂସଦରେ ବିରୋଧୀ ଦାବି କରିଛନ୍ତି। ସେପଟେ ଟିଏମସି ଏମ୍ପି ଅଭିଷେକ ବାନାର୍ଜୀ ଭିନେଶ ଫୋଗଟଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି। ଟିଏମସି ଏମ୍ପି ଅଭିଷେକ ବାନାର୍ଜୀ କହିଛନ୍ତି, ଭିନେଶ ଫୋଗଟଙ୍କୁ ଭାରତ ରତ୍ନ କିମ୍ବା ରାଜ୍ୟ ସଭା ଆସନ ମିଳିବା ଉଚିତ। ଅଲିମ୍ପିକ୍ସରୁ ଓହରିଯିବା […] The post ‘ଭିନେଶ ଫୋଗଟଙ୍କୁ ‘ଭାରତ ରତ୍ନ’ ଦିଆଯାଉ’ appeared first on Dharitri Odia News.
ନୂଆଦିଲ୍ଲୀ,୭।୮: ଭାରତୀୟ ରେସଲର ଭିନେଶ ଫୋଗଟଙ୍କ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା କରାଯାଇଛି। ଅଲିମ୍ପିକ ପ୍ରତିଯୋଗିତାରୁ ମହିଳା ରେସଲର ଭିନେଶଙ୍କ ଅଯୋଗ୍ୟତା ପଛରେ ଏକ ଷଡଯନ୍ତ୍ରକାରୀ ଅଛନ୍ତି ବୋଲି ସଂସଦରେ ବିରୋଧୀ ଦାବି କରିଛନ୍ତି। ସେପଟେ ଟିଏମସି ଏମ୍ପି ଅଭିଷେକ ବାନାର୍ଜୀ ଭିନେଶ ଫୋଗଟଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି।
ଟିଏମସି ଏମ୍ପି ଅଭିଷେକ ବାନାର୍ଜୀ କହିଛନ୍ତି, ଭିନେଶ ଫୋଗଟଙ୍କୁ ଭାରତ ରତ୍ନ କିମ୍ବା ରାଜ୍ୟ ସଭା ଆସନ ମିଳିବା ଉଚିତ। ଅଲିମ୍ପିକ୍ସରୁ ଓହରିଯିବା ପରେ ଭିନେଶଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏଠାରେ ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଏ) ସଭାପତି ପି.ଟି ଉଷା ତାଙ୍କୁ ଭେଟିବାକୁ ଆସିଥିଲେ।
The post ‘ଭିନେଶ ଫୋଗଟଙ୍କୁ ‘ଭାରତ ରତ୍ନ’ ଦିଆଯାଉ’ appeared first on Dharitri Odia News.