ଭିନେଶ ଫୋଗାଟ ଆବେଦନର ଶୁଣାଣି ଶେଷ, ରବିବାର ଆସିବ ରାୟ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ କୁସ୍ତି ତାରକା ଭିନେଶ ଫୋଗାଟ୍ ପଦକରୁ ବଞ୍ଚିତ ହୋଇଛନ୍ତି। ୫୦ କିଲୋଗ୍ରାମ ରେସଲିଂର ଫାଇନାଲ୍‌ର କିଛି ଘଣ୍ଟା ପୂର୍ବରୁ, ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ହେତୁ ତାଙ୍କୁ ଅଯୋଗ୍ୟ କରାଯାଇଥିଲା। ତେବେ ଭିନେଶଙ୍କୁ ରୌପ୍ୟ ପଦକ ମିଳିବା ନେଇ ଶନିବାର ରାୟ ଆସିବାର ଥିଲା। କିନ୍ତୁ ତାହାକୁ ଆଉ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି କୋର୍ଟ ଅଫ୍‌ ଆବ୍ରିବେସନ(CAS)। ଅର୍ଥାତ ଅଗଷ୍ଟ ୧୧ ତାରିଖ ଭାରତୀୟ ସମୟ ସନ୍ଧ୍ୟା ୬ଟାରେ ପ୍ରକାଶ କରିବେ। ଭିନେଶ ସମଗ୍ର ବିଶ୍ୱରୁ ସମର୍ଥନ ପାଇଛନ୍ତି।The ad hoc division of CAS has extended time till 6:00 p.m. on August 11, 2024, for the Sole Arbitrator Hon. Dr Annabelle Bennett in the Vinesh Phogat vs. United World Wrestling & the International Olympic Committee to issue a decision. The reasoned order will be issued at a…— ANI (@ANI) August 10, 2024ଭିନେଶ ଫୋଗାଟ୍ ପ୍ୟାରିସ୍ ଅଲିମ୍ପିକ୍ସ ଫାଇନାଲରୁ ଅଯୋଗ୍ୟ ଘୋଷିତ ହେବା ପରେ ଏହାକୁ ନେଇ କୋର୍ଟ ଅଫ୍ ଆର୍ବିଟେସନ ଫର୍ ସ୍ପୋର୍ଟରେ ଅଫିଲ୍ କରିଥିଲେ । ଡିସକ୍ବାଲିଫାଏ ବିରୋଧରେ ସେ CAS କୋର୍ଟରେ ଆବେଦନ କରିଥିଲେ । ତାଙ୍କୁ ସଂଞ୍ଜୁକ୍ତ ରୌପ୍ୟ ପଦକ ଦେବାକୁ ଅପିଲ୍ କରିବା ସହିତ ଫାଇନାଲରେ ଖେଳିବାକୁ ଅନୁମତି ମାଗିଥିଲେ, ଯାହାକ

ଭିନେଶ ଫୋଗାଟ ଆବେଦନର ଶୁଣାଣି ଶେଷ, ରବିବାର ଆସିବ ରାୟ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ କୁସ୍ତି ତାରକା ଭିନେଶ ଫୋଗାଟ୍ ପଦକରୁ ବଞ୍ଚିତ ହୋଇଛନ୍ତି। ୫୦ କିଲୋଗ୍ରାମ ରେସଲିଂର ଫାଇନାଲ୍‌ର କିଛି ଘଣ୍ଟା ପୂର୍ବରୁ, ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ହେତୁ ତାଙ୍କୁ ଅଯୋଗ୍ୟ କରାଯାଇଥିଲା। ତେବେ ଭିନେଶଙ୍କୁ ରୌପ୍ୟ ପଦକ ମିଳିବା ନେଇ ଶନିବାର ରାୟ ଆସିବାର ଥିଲା। କିନ୍ତୁ ତାହାକୁ ଆଉ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି କୋର୍ଟ ଅଫ୍‌ ଆବ୍ରିବେସନ(CAS)। ଅର୍ଥାତ ଅଗଷ୍ଟ ୧୧ ତାରିଖ ଭାରତୀୟ ସମୟ ସନ୍ଧ୍ୟା ୬ଟାରେ ପ୍ରକାଶ କରିବେ। 

ଭିନେଶ ସମଗ୍ର ବିଶ୍ୱରୁ ସମର୍ଥନ ପାଇଛନ୍ତି।

ଭିନେଶ ଫୋଗାଟ୍ ପ୍ୟାରିସ୍ ଅଲିମ୍ପିକ୍ସ ଫାଇନାଲରୁ ଅଯୋଗ୍ୟ ଘୋଷିତ ହେବା ପରେ ଏହାକୁ ନେଇ କୋର୍ଟ ଅଫ୍ ଆର୍ବିଟେସନ ଫର୍ ସ୍ପୋର୍ଟରେ ଅଫିଲ୍ କରିଥିଲେ । ଡିସକ୍ବାଲିଫାଏ ବିରୋଧରେ ସେ CAS କୋର୍ଟରେ ଆବେଦନ କରିଥିଲେ । ତାଙ୍କୁ ସଂଞ୍ଜୁକ୍ତ ରୌପ୍ୟ ପଦକ ଦେବାକୁ ଅପିଲ୍ କରିବା ସହିତ ଫାଇନାଲରେ ଖେଳିବାକୁ ଅନୁମତି ମାଗିଥିଲେ, ଯାହାକୁ କୋର୍ଟ ଖାରଜ୍ କରିଦେଇଛନ୍ତି ।