ଭିଭିଆନ୍‌ଙ୍କ ଦ୍ଵିତୀୟ ବିବାହରେ ଫାଟ , ପତ୍ନୀ ପୋଷ୍ଟ ସେୟାର କରି କହିଲେ-ଭାବିକି ବିବାହ କରନ୍ତୁ...

ମୁମ୍ଵାଇ ୦୫।୦୯: ଟିଭି ଅଭିନେତା ଭିଭିଆନ୍ ଡିସେନା। ପୁଣିଥରେ ସେ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି।  ବର୍ତ୍ତମାନ ସେ ପ୍ରୋଫେସନାଲ ନୁହେଁ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ପ୍ରଥମ ବିବାହ ଭାଙ୍ଗିବା ପରେ, ଅଭିନେତାଙ୍କର ଦ୍ୱିତୀୟ ବିବାହ କରିଥିଲେ। ନିକଟରେ ଭିଭିଆନଙ୍କ  ଦ୍ୱିତୀୟ ପତ୍ନୀ ନୁରାନ୍ ଅଲି ନିଜ ଇନଷ୍ଟାଗ୍ରାମରେ ଏଭଳି ପୋଷ୍ଟ ସେୟାର କରିଛନ୍ତି । ଯାହାକୁ ନେଇ ଖୁବ୍‌ ଆଲୋଚନ ହେଉଛି। ଯେଉଁ କାରଣରୁ ସେମାନଙ୍କ ଛାଡପତ୍ର ହେବା ନେଇ କୁହାଯାଉଛି। ଅଭିନେତା ଭିଭିଆନ୍ ଡିସେନାଙ୍କ ଦ୍ୱିତୀୟ ପତ୍ନୀ ନୁରାନ୍ ଅଲିଙ୍କୁ କରିଥିଲେ। ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ହେଲେ ଏବେ ତାଙ୍କ ପତ୍ନୀ ଏଭଳି ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ  ସେ ଲେଖିଛନ୍ତି ଯେ ପ୍ରିୟ ନାରୀମାନେ, ବିବାହରେ କେବେ ଶୀଘ୍ର କରନ୍ତୁ ନାହିଁ । ଜଣେ ଅସୁବିଧାରେ ଥିବା ବିବାହିତ ମହିଳାଙ୍କ ଅପେକ୍ଷା ଜଣେ ଝିଅ ବହୁତ ଭଲ। ଏହି ପୋଷ୍ଟ ଦେଖି ଲୋକମାନେ କଳ୍ପନା-ଜଳ୍ପନା କରୁଛନ୍ତିକି .. ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ସେମାନଙ୍କ ଦାମ୍ପତ୍ୟ ଜୀବନରେ ଠିକ ନାହିଁ ବୋଧେ?

ଭିଭିଆନ୍‌ଙ୍କ ଦ୍ଵିତୀୟ ବିବାହରେ ଫାଟ , ପତ୍ନୀ ପୋଷ୍ଟ ସେୟାର କରି କହିଲେ-ଭାବିକି ବିବାହ କରନ୍ତୁ...

ମୁମ୍ଵାଇ ୦୫।୦୯: ଟିଭି ଅଭିନେତା ଭିଭିଆନ୍ ଡିସେନା। ପୁଣିଥରେ ସେ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି।  ବର୍ତ୍ତମାନ ସେ ପ୍ରୋଫେସନାଲ ନୁହେଁ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ପ୍ରଥମ ବିବାହ ଭାଙ୍ଗିବା ପରେ, ଅଭିନେତାଙ୍କର ଦ୍ୱିତୀୟ ବିବାହ କରିଥିଲେ। ନିକଟରେ ଭିଭିଆନଙ୍କ  ଦ୍ୱିତୀୟ ପତ୍ନୀ ନୁରାନ୍ ଅଲି ନିଜ ଇନଷ୍ଟାଗ୍ରାମରେ ଏଭଳି ପୋଷ୍ଟ ସେୟାର କରିଛନ୍ତି । ଯାହାକୁ ନେଇ ଖୁବ୍‌ ଆଲୋଚନ ହେଉଛି। ଯେଉଁ କାରଣରୁ ସେମାନଙ୍କ ଛାଡପତ୍ର ହେବା ନେଇ କୁହାଯାଉଛି। 

ଅଭିନେତା ଭିଭିଆନ୍ ଡିସେନାଙ୍କ ଦ୍ୱିତୀୟ ପତ୍ନୀ ନୁରାନ୍ ଅଲିଙ୍କୁ କରିଥିଲେ। ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ହେଲେ ଏବେ ତାଙ୍କ ପତ୍ନୀ ଏଭଳି ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ  ସେ ଲେଖିଛନ୍ତି ଯେ ପ୍ରିୟ ନାରୀମାନେ, ବିବାହରେ କେବେ ଶୀଘ୍ର କରନ୍ତୁ ନାହିଁ । ଜଣେ ଅସୁବିଧାରେ ଥିବା ବିବାହିତ ମହିଳାଙ୍କ ଅପେକ୍ଷା ଜଣେ ଝିଅ ବହୁତ ଭଲ। ଏହି ପୋଷ୍ଟ ଦେଖି ଲୋକମାନେ କଳ୍ପନା-ଜଳ୍ପନା କରୁଛନ୍ତିକି .. ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ସେମାନଙ୍କ ଦାମ୍ପତ୍ୟ ଜୀବନରେ ଠିକ ନାହିଁ ବୋଧେ?