ଭିସ୍ତାରାର ୧୦୦ରୁ ଅଧିକ ଉଡାଣ ରଦ୍ଦ, କେନ୍ଦ୍ର ସରକାର ମାଗିଲେ ଜବାବ
ନୂଆଦିଲ୍ଲୀ,୨।୪: ଗତ ସପ୍ତାହରେ ଟାଟା ଗ୍ରୁପ୍ର ଭିସ୍ତାରାର ଅନେକ ବିମାନ ଉଡାଣକୁ ବାତିଲ କରାଯାଇଥିଲା। ଏହା ସହିତ ଅନେକ ବିମାନ ବିଳମ୍ବରେ ଉଡିଥିଲା। ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଭିସ୍ତାରାଠାରୁ ବିସ୍ତୃତ ରିପୋର୍ଟ ମାଗିଛି। ଏହି ରିପୋର୍ଟରେ ମନ୍ତ୍ରଣାଳୟ ବିମାନ ଉଡ଼ାଣ ବିଳମ୍ବ ଏବଂ ବାତିଲ ହେବାର କାରଣ ପଚାରିଛି। ମନ୍ତ୍ରଣାଳୟର ଅଧିକାରୀ ଏଏନଆଇ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ଗତ ସପ୍ତାହରେ ୧୦୦ରୁ […] The post ଭିସ୍ତାରାର ୧୦୦ରୁ ଅଧିକ ଉଡାଣ ରଦ୍ଦ, କେନ୍ଦ୍ର ସରକାର ମାଗିଲେ ଜବାବ appeared first on Dharitri Odia News.
ନୂଆଦିଲ୍ଲୀ,୨।୪: ଗତ ସପ୍ତାହରେ ଟାଟା ଗ୍ରୁପ୍ର ଭିସ୍ତାରାର ଅନେକ ବିମାନ ଉଡାଣକୁ ବାତିଲ କରାଯାଇଥିଲା। ଏହା ସହିତ ଅନେକ ବିମାନ ବିଳମ୍ବରେ ଉଡିଥିଲା। ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା।
ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଭିସ୍ତାରାଠାରୁ ବିସ୍ତୃତ ରିପୋର୍ଟ ମାଗିଛି। ଏହି ରିପୋର୍ଟରେ ମନ୍ତ୍ରଣାଳୟ ବିମାନ ଉଡ଼ାଣ ବିଳମ୍ବ ଏବଂ ବାତିଲ ହେବାର କାରଣ ପଚାରିଛି। ମନ୍ତ୍ରଣାଳୟର ଅଧିକାରୀ ଏଏନଆଇ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ଗତ ସପ୍ତାହରେ ୧୦୦ରୁ ଅଧିକ ଭିସ୍ତାରା ବିମାନ ଉଡ଼ାଣ ବାତିଲ କରାଯାଇଛି।
Ministry of Civil Aviation (MoCA) sought a detailed report from Vistara regarding flight cancellations and major delays, with the airline having cancelled or delayed over 100 flights in the past week: MoCA official to ANI pic.twitter.com/IeGngZ8IKV
— ANI (@ANI) April 2, 2024
The post ଭିସ୍ତାରାର ୧୦୦ରୁ ଅଧିକ ଉଡାଣ ରଦ୍ଦ, କେନ୍ଦ୍ର ସରକାର ମାଗିଲେ ଜବାବ appeared first on Dharitri Odia News.