ଭୀମଭୋଇ ନଗର ଉନ୍ନୟନ କମିଟିର ସାଧାରଣ ବୈଠକ

ସମ୍ବଲପୁର:ସ୍ଥାନୀୟ ଶାନ୍ତିନଗର ସ୍ଥିତ ଭୀମଭୋଇ ନଗର ବରିଷ୍ଠ ନାଗରିକ ତଥା ଅନ୍ୟାନ୍ୟ ବାସିନ୍ଦାଙ୍କୁ ନେଇ ଭୀମଭୋଇ ନଗର ଉନ୍ନୟନ କମିଟିର ଉପସଭାପତି ଶ୍ରୀ କାର୍ତ୍ତିକ ଚନ୍ଦ୍ର ଲେଙ୍କା ଙ୍କ ସଭାପତିତ୍ୟରେ ସରସ୍ଵତୀ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ବୈଠକର ଆୟୋଜନ ହୋଇଥିଲା ! ଏହି ବୈଠକରେ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋଚନା ହେଲା ଓ ପ୍ରସ୍ତାବ ଗୃହୀତ ହେଲା, ଦୀର୍ଘ ଦିନରୁ ଲୋକଙ୍କ ଅଭିଯୋଗ ଓ ଅନୁରୋଧ ଥିବା ଅଞ୍ଚଳର “ଡୋରା […] The post ଭୀମଭୋଇ ନଗର ଉନ୍ନୟନ କମିଟିର ସାଧାରଣ ବୈଠକ appeared first on Odisha.News.

ଭୀମଭୋଇ ନଗର ଉନ୍ନୟନ କମିଟିର ସାଧାରଣ ବୈଠକ

ସମ୍ବଲପୁର:ସ୍ଥାନୀୟ ଶାନ୍ତିନଗର ସ୍ଥିତ ଭୀମଭୋଇ ନଗର ବରିଷ୍ଠ ନାଗରିକ ତଥା ଅନ୍ୟାନ୍ୟ ବାସିନ୍ଦାଙ୍କୁ ନେଇ ଭୀମଭୋଇ ନଗର ଉନ୍ନୟନ କମିଟିର ଉପସଭାପତି ଶ୍ରୀ କାର୍ତ୍ତିକ ଚନ୍ଦ୍ର ଲେଙ୍କା ଙ୍କ ସଭାପତିତ୍ୟରେ ସରସ୍ଵତୀ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ବୈଠକର ଆୟୋଜନ ହୋଇଥିଲା ! ଏହି ବୈଠକରେ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋଚନା ହେଲା ଓ ପ୍ରସ୍ତାବ ଗୃହୀତ ହେଲା, ଦୀର୍ଘ ଦିନରୁ ଲୋକଙ୍କ ଅଭିଯୋଗ ଓ ଅନୁରୋଧ ଥିବା ଅଞ୍ଚଳର “ଡୋରା ବନ୍ଧ’କୁ କିପରି ଅମୃତ ବନ୍ଧ ଯୋଜନାରେ ଅନ୍ତର୍ଭୁକ୍ତ କରି ନୂତନ ରୂପ କରାଯିବ,ଅଞ୍ଚଳରେ ଆବର୍ଜନା ଓ ସଫା ସୁତୁରା କରିବା ଏବଂ ଆଗାମୀ ଜନ୍ମାଷ୍ଟମୀ ଉତ୍ସବ ଏକାଠି ସମସ୍ତେ ମିଶି ପାଳନ କରିବା ଉପରେ ଆଲୋଚନା କରାଯାଇଥିଲା ! ଏହି ବୈଠକରେ ପ୍ରଭାତ ହୋତା, ଗୋପାଳ ଓରାମ, ଅଶୋକ ମିଶ୍ର, ଉଜ୍ଜ୍ଵଳ ସିଂ, ପିତାମ୍ବର ବେହେରା, ମିଶ୍ର ବାବୁ, ହେମନ୍ତ ପଣ୍ଡା ପ୍ରମୁଖ ଅନେକ ଲୋକ ଉପସ୍ଥିତ ଥିଲେ ! ଶେଷରେ ସଂଯୋଜକ ବବୃ ବାହନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ !

The post ଭୀମଭୋଇ ନଗର ଉନ୍ନୟନ କମିଟିର ସାଧାରଣ ବୈଠକ appeared first on Odisha.News.