ଭୁବନେଶ୍ବରରେ ଅଲିମ୍ପିଆନ୍ ନିରଜ ଚୋପ୍ରା, ବୁଧବାର କଳିଙ୍ଗ ଷ୍ଟାଡିୟମରେ ରହିଛି ଇଭେଣ୍ଟ
ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ଅଲିମ୍ପିଆନ ନିରଜ୍ ଚୋପ୍ରା।ବୁଧବାର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଜାତୀୟ ଆଥଲେଟିକ ଫେଡେରେସନରେ ନେବେ ଭାଗ।ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କଲେ ସିଧାସଳଖ ପ୍ୟାରିସ ଅଲମ୍ପିକରେ ଭାଗ ନେବାର ସୁଯୋଗ ମିଳିବ। ତେବେ ଆସନ୍ତାକାଲି ଭଲ ପ୍ରଦର୍ଶନ କରିବାର ଲକ୍ଷୃ ରଖିଛନ୍ତି ନିରଜ। ଜାଭେଳିନ ପ୍ରତି ଲୋକଙ୍କ ରୁଚି ବଢ଼ିଛି। ଓଡ଼ିଆ ପୁଅ କିଶୋର ଜେନା ଭଲ ପ୍ରଦର୍ଶନ କରୁଥିବା କହିଛନ୍ତି ନିରଜ ଚୋପ୍ରା।
ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ଅଲିମ୍ପିଆନ ନିରଜ୍ ଚୋପ୍ରା।ବୁଧବାର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଜାତୀୟ ଆଥଲେଟିକ ଫେଡେରେସନରେ ନେବେ ଭାଗ।ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କଲେ ସିଧାସଳଖ ପ୍ୟାରିସ ଅଲମ୍ପିକରେ ଭାଗ ନେବାର ସୁଯୋଗ ମିଳିବ।
ତେବେ ଆସନ୍ତାକାଲି ଭଲ ପ୍ରଦର୍ଶନ କରିବାର ଲକ୍ଷୃ ରଖିଛନ୍ତି ନିରଜ। ଜାଭେଳିନ ପ୍ରତି ଲୋକଙ୍କ ରୁଚି ବଢ଼ିଛି। ଓଡ଼ିଆ ପୁଅ କିଶୋର ଜେନା ଭଲ ପ୍ରଦର୍ଶନ କରୁଥିବା କହିଛନ୍ତି ନିରଜ ଚୋପ୍ରା।