ଭୁବନେଶ୍ବରରେ ଉଦଘାଟିତ ହେଲା ଜାତୀୟ ସନ୍ତରଣ ପ୍ରତିଯୋଗିତା
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବରରେ ଉଦଘାଟିତ ହୋଇଛି ଜାତୀୟ ସନ୍ତରଣ ପ୍ରତିଯୋଗିତା। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ଏହି ସନ୍ତରଣ ଆରମ୍ଭ... The post ଭୁବନେଶ୍ବରରେ ଉଦଘାଟିତ ହେଲା ଜାତୀୟ ସନ୍ତରଣ ପ୍ରତିଯୋଗିତା appeared first on .
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବରରେ ଉଦଘାଟିତ ହୋଇଛି ଜାତୀୟ ସନ୍ତରଣ ପ୍ରତିଯୋଗିତା। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ଏହି ସନ୍ତରଣ ଆରମ୍ଭ ହୋଇଛି। ୫୦ ତମ ଜୁନିଅର ଓ ୪୦ ତମ ସବ ଜୁନିଅର ବିଭାଗରେ ଏହି ଜାତୀୟ ପ୍ରତିଯୋଗିତା କରାଯାଇଛି। ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ କରାଯିବାର ବ୍ୟବସ୍ଥା କରାଯାଇଛି। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ୯ ସହରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ପ୍ରତିଯୋଗିତା ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନ , ଓଡ଼ିଶା ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି ।
The post ଭୁବନେଶ୍ବରରେ ଉଦଘାଟିତ ହେଲା ଜାତୀୟ ସନ୍ତରଣ ପ୍ରତିଯୋଗିତା appeared first on .