ଭୁବନେଶ୍ୱର ଉତ୍ତରରୁ ଲଢିବେ ପ୍ରିୟଦର୍ଶୀ

ବିଜେଡି ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଭୁବନେଶ୍ୱର ଉତ୍ତରରୁ ଟିକେଟ ମିଳିଛି।

ଭୁବନେଶ୍ୱର ଉତ୍ତରରୁ ଲଢିବେ ପ୍ରିୟଦର୍ଶୀ

୨୦୨୪ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି। ଦଳ ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଭୁବନେଶ୍ୱର ଉତ୍ତରରୁ ଟିକେଟ ମିଳିଛି। ବିଧାନସଭା ପ୍ରାର୍ଥୀ ନାଁ ଘୋଷଣା ପରେ କ’ଣ କହୁଛନ୍ତି ପ୍ରିୟଦର୍ଶୀ ମିଶ୍ର ଶୁଣନ୍ତୁ.....