ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୧୫।୪: ଡହଡହ ଖରାରେ ସିଝୁଛି ରାଜଧାନୀ ଭୁବନେଶ୍ୱର। ଦିନ ସାଢ଼େ ୨ଟାରେ ୪୧.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ପାଲଟିଛି। ଚାନ୍ଦବାଲି ୪୧.୧, ଝାରସୁଗୁଡ଼ା ୪୧ ଡିଗ୍ରୀ, ବାଲେଶ୍ୱର ୪୦ ଡିଗ୍ରୀ, ହୀରାକୁଦ ୩୯.୫ ଡିଗ୍ରୀ, ସମ୍ବଲପୁର ୩୯.୪ ଡିଗ୍ରୀ, ରାଉରକେଲା ୩୯.୨ ଡିଗ୍ରୀ, କେନ୍ଦୁଝରରେ ୩୮.୯ ଡିଗ୍ରୀ, ଗୋପାଳପୁର ୩୫.୫ ଡିଗ୍ରୀ, ପାରାଦୀପ ୩୫.୨ ଡିଗ୍ରୀ ଏବଂ ପୁରୀ ୩୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। The post ଭୁବନେଶ୍ୱର ସବୁଠୁ ଉତ୍ତପ୍ତ appeared first on Dharitri Odia News.

ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୧୫।୪: ଡହଡହ ଖରାରେ ସିଝୁଛି ରାଜଧାନୀ ଭୁବନେଶ୍ୱର। ଦିନ ସାଢ଼େ ୨ଟାରେ ୪୧.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ପାଲଟିଛି। ଚାନ୍ଦବାଲି ୪୧.୧, ଝାରସୁଗୁଡ଼ା ୪୧ ଡିଗ୍ରୀ, ବାଲେଶ୍ୱର ୪୦ ଡିଗ୍ରୀ, ହୀରାକୁଦ ୩୯.୫ ଡିଗ୍ରୀ, ସମ୍ବଲପୁର ୩୯.୪ ଡିଗ୍ରୀ, ରାଉରକେଲା ୩୯.୨ ଡିଗ୍ରୀ, କେନ୍ଦୁଝରରେ ୩୮.୯ ଡିଗ୍ରୀ, ଗୋପାଳପୁର ୩୫.୫ ଡିଗ୍ରୀ, ପାରାଦୀପ ୩୫.୨ ଡିଗ୍ରୀ ଏବଂ ପୁରୀ ୩୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

The post ଭୁବନେଶ୍ୱର ସବୁଠୁ ଉତ୍ତପ୍ତ appeared first on Dharitri Odia News.