‘ଭୁଲ ଭୁଲୈୟା’ ରିଲିଜର ଦିନକ ପରେ ନିର୍ମାତା ନେଲେ ବଡ଼ ନିଷ୍ପତ୍ତି
ବମ୍ବେ: ନଭେମ୍ବର ପହିଲାରେ ବଡ଼ ପରଦାକୁ ଆସିଛି ‘ଭୁଲ ଭୁଲୈୟା ୩’। ଦର୍ଶକଙ୍କୁ ଫିଲ୍ମଟି ବେଶ୍ ପସନ୍ଦ ଆସୁଛି। କଳାକାର ଭାବେ କାର୍ତ୍ତିକ ଆର୍ୟନ, ତୃପ୍ତି ଡିମ୍ରୀ, ବିଦ୍ୟା ବାଲାନ୍ ଏବଂ ମାଧୁରୀ ଦିକ୍ଷିତଙ୍କ ଅଭିନୟ ମନ ଜିଣୁଛି। ଏମିତିରେ ନିର୍ମାତାମାନେ ଫିଲ୍ମକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦର୍ଶକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ମୁମ୍ବାଇରେ ‘ଭୁଲ ଭୁଲୈୟା ୩’ର ଶୋ’କୁ ବଢ଼ାଯାଇଛି। ମୁମ୍ବାଇରେ ଏବେ ଦର୍ଶକ ଦୁଇ ନାଇଟ୍ ଶୋ’ର ମଜା ଉଠାଇପାରିବେ। ପ୍ରଥମ ଶୋ’ […] The post ‘ଭୁଲ ଭୁଲୈୟା’ ରିଲିଜର ଦିନକ ପରେ ନିର୍ମାତା ନେଲେ ବଡ଼ ନିଷ୍ପତ୍ତି appeared first on Dharitri Odia News.
ବମ୍ବେ: ନଭେମ୍ବର ପହିଲାରେ ବଡ଼ ପରଦାକୁ ଆସିଛି ‘ଭୁଲ ଭୁଲୈୟା ୩’। ଦର୍ଶକଙ୍କୁ ଫିଲ୍ମଟି ବେଶ୍ ପସନ୍ଦ ଆସୁଛି। କଳାକାର ଭାବେ କାର୍ତ୍ତିକ ଆର୍ୟନ, ତୃପ୍ତି ଡିମ୍ରୀ, ବିଦ୍ୟା ବାଲାନ୍ ଏବଂ ମାଧୁରୀ ଦିକ୍ଷିତଙ୍କ ଅଭିନୟ ମନ ଜିଣୁଛି। ଏମିତିରେ ନିର୍ମାତାମାନେ ଫିଲ୍ମକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି।
ଦର୍ଶକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ମୁମ୍ବାଇରେ ‘ଭୁଲ ଭୁଲୈୟା ୩’ର ଶୋ’କୁ ବଢ଼ାଯାଇଛି। ମୁମ୍ବାଇରେ ଏବେ ଦର୍ଶକ ଦୁଇ ନାଇଟ୍ ଶୋ’ର ମଜା ଉଠାଇପାରିବେ। ପ୍ରଥମ ଶୋ’ ରାତି ୧ଟାରେ ଥିବା ବେଳେ ଦ୍ୱିତୀୟ ୩ଟାରେ ରହିଛି। ଏହାପୂର୍ବରୁ ଅନ୍ତିମ ଶୋ’ ୧୧.୫୫ଟାରେ ଥିଲା। ଏବେ ଏହି ଦୁଇ ଶୋ’ ଯୋଡ଼ା ଯିବା ପରେ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିଛି।
The post ‘ଭୁଲ ଭୁଲୈୟା’ ରିଲିଜର ଦିନକ ପରେ ନିର୍ମାତା ନେଲେ ବଡ଼ ନିଷ୍ପତ୍ତି appeared first on Dharitri Odia News.