ଭୁଶୁଡିଲା ଡାକ୍ତରଖାନାର ସିଲିଂ, ଘଟଣାର ୨୪ ଘଣ୍ଟା ପରେ ବି ହୋଇନି ମରାମତି କାମ

ପୁରୀ (କେନ୍ୟୁଜ୍‌): ଭୁଶୁଡିଲା ଡାକ୍ତରଖାନା ସିଲିଂ । ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସିଲିଂ ଭୁଶୁଡି ପଡିଛି । ଏହି ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ରୂପାନ୍ତରଣ କରାଯାଇଛି I ୭୬ ଲକ୍ଷ ୫୪ ହଜାର ୪୫୧ ଟଙ୍କା ଖର୍ଚ୍ଚ ହୋଇଛି । ନିମାପଡା ପୂର୍ତ୍ତବିଭାଗ ଦ୍ବାରା ଠିକାଦାର ମାଧ୍ୟମରେ ଏହି କାର୍ଯ୍ୟ ଶେଷ ହେବା ପରେ ଭର୍ଚୁଆଲରେ ଉଦ୍ଘାଟନ କରିଥିଲେ I କିନ୍ତୁ ନିରାମୟ କାଉଣ୍ଟରର ରୋଗୀ ବିଶ୍ରାମ କେନ୍ଦ୍ରଗ ସିଲିଂ […] The post ଭୁଶୁଡିଲା ଡାକ୍ତରଖାନାର ସିଲିଂ, ଘଟଣାର ୨୪ ଘଣ୍ଟା ପରେ ବି ହୋଇନି ମରାମତି କାମ appeared first on KNews Odisha.

ଭୁଶୁଡିଲା ଡାକ୍ତରଖାନାର ସିଲିଂ, ଘଟଣାର ୨୪ ଘଣ୍ଟା ପରେ ବି ହୋଇନି ମରାମତି କାମ

ପୁରୀ (କେନ୍ୟୁଜ୍‌): ଭୁଶୁଡିଲା ଡାକ୍ତରଖାନା ସିଲିଂ । ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସିଲିଂ ଭୁଶୁଡି ପଡିଛି । ଏହି ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ରୂପାନ୍ତରଣ କରାଯାଇଛି I ୭୬ ଲକ୍ଷ ୫୪ ହଜାର ୪୫୧ ଟଙ୍କା ଖର୍ଚ୍ଚ ହୋଇଛି । ନିମାପଡା ପୂର୍ତ୍ତବିଭାଗ ଦ୍ବାରା ଠିକାଦାର ମାଧ୍ୟମରେ ଏହି କାର୍ଯ୍ୟ ଶେଷ ହେବା ପରେ ଭର୍ଚୁଆଲରେ ଉଦ୍ଘାଟନ କରିଥିଲେ I କିନ୍ତୁ ନିରାମୟ କାଉଣ୍ଟରର ରୋଗୀ ବିଶ୍ରାମ କେନ୍ଦ୍ରଗ ସିଲିଂ ଭୁଶୁଡି ପଡିଛି I ଏହି ଅଘଟଣ ବେଳେ ନିରାମୟ କେନ୍ଦ୍ର ବନ୍ଦ ଥିବାରୁ କୌଣସି ରୋଗୀ ନ ଥିଲେ I ସିଲିଂ ଖସିବାର ୨୪ ଘଣ୍ଟା ବିତିଯାଇ ଥିଲେ ମଧ୍ୟ ଏହା ମରାମତି ହୋଇ ନ ଥିବାରୁ ନିରାମୟ କେନ୍ଦ୍ର ବନ୍ଦ ରହିଛି I

The post ଭୁଶୁଡିଲା ଡାକ୍ତରଖାନାର ସିଲିଂ, ଘଟଣାର ୨୪ ଘଣ୍ଟା ପରେ ବି ହୋଇନି ମରାମତି କାମ appeared first on KNews Odisha.