ଭୂକମ୍ପରେ ଥରିଲା ମଣିପୁର , ରିକ୍ଟର ସ୍କେଲ୍‌ରେ ତୀବ୍ରତା ୩.୬

ନୂଆଦିଲ୍ଲୀ ୨୨।୧୧; ଭୂମିକମ୍ପରେ ଥରିଲା ମଣିପୁର।  ଅନୁଭୂତ ହୋଇଥିଲା। ଶୁକ୍ରବାର ସକାଳେ ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ୩.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଏହି ସୂଚନା ଦେଇଛି। ଭୂକମ୍ପ ଯୋଗୁଁ ଜୀବନ କିମ୍ବା ଧନ ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ମିଳିନାହିଁ ।ଯେତେବେଳେ ଏହି ଭୂକମ୍ପ ଘଟିଲା, ଲୋକମାନେ ନିଜ ଘର ଏବଂ କାର୍ଯ୍ୟାଳୟରୁ ବାହାରି ଆସିଥିଲେ। ଏନସିଏସ କହିଛି ଯେ ଏହି ଭୂକମ୍ପ ଭୋର ୪.୪୨ ରେ ହୋଇଥିଲା । 

ଭୂକମ୍ପରେ ଥରିଲା ମଣିପୁର , ରିକ୍ଟର ସ୍କେଲ୍‌ରେ ତୀବ୍ରତା ୩.୬

ନୂଆଦିଲ୍ଲୀ ୨୨।୧୧; ଭୂମିକମ୍ପରେ ଥରିଲା ମଣିପୁର।  ଅନୁଭୂତ ହୋଇଥିଲା। ଶୁକ୍ରବାର ସକାଳେ ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ୩.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଏହି ସୂଚନା ଦେଇଛି। ଭୂକମ୍ପ ଯୋଗୁଁ ଜୀବନ କିମ୍ବା ଧନ ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ମିଳିନାହିଁ ।

ଯେତେବେଳେ ଏହି ଭୂକମ୍ପ ଘଟିଲା, ଲୋକମାନେ ନିଜ ଘର ଏବଂ କାର୍ଯ୍ୟାଳୟରୁ ବାହାରି ଆସିଥିଲେ। ଏନସିଏସ କହିଛି ଯେ ଏହି ଭୂକମ୍ପ ଭୋର ୪.୪୨ ରେ ହୋଇଥିଲା ।