ଭୂକମ୍ପରେ ପୁଣି ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲର ତୀବ୍ରତା ୫.୩
ନୂଆଦିଲ୍ଲୀ ୧୪।୦୩: ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଝଟକା । ଏନେଇ ରାଷ୍ଟ୍ରିୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୫.୩ ମାପ କରାଯାଇଥିଲା । ଏହାର କେନ୍ଦ୍ର ଭୂମି ଠାରୁ ୧୪୬ କିଲୋମିଟର ତଳେ ଥିଲା । ଏହି କାରଣରୁ ପାକିସ୍ତାନର କିଛି ଅଞ୍ଚଳରେ ଭୂକମ୍ପର ପ୍ରଭାବ ପଡିଥିଲା । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର ସାମ୍ନାକୁ ଆସିନାହିଁ।An earthquake of Magnitude 5.3 on the Richter Scale hit Afghanistan: National Centre for Seismology pic.twitter.com/gOnCbyZs24— ANI (@ANI) March 13, 2024ଆଫଗାନିସ୍ତାନରେ ଭୂକମ୍ପ ଝଟକାକହିବାକୁ ଗଲେ ଜାନୁଆରୀ ୩ରେ ଆଫଗାନିସ୍ଥାନରେ ଭୂକମ୍ପ ହୋଇଥିଲା । ଏହାର ରିକ୍ଟର ସ୍କେଲ ୫.୧ ଥିଲା । ରିପୋର୍ଟ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନର ଇଶକୋସିମ ଠାରୁ ପ୍ରାୟ ୧୫ କିଲୋମିଟର ଦକ୍ଷିଣରେ ଥିଲା।ପାକିସ୍ତାନର କେତେକ ଅଞ୍ଚଳରେ ମଧ୍ୟ ଭୂକମ୍ପ ହୋଇଛି ଏହି କାରଣରୁ ଉତ୍ତର-ପୂର୍ବ ଆଫଗାନିସ୍ତାନ, ଦକ୍ଷିଣ ତାଜିକିସ୍ତାନ ଏବଂ ଉତ୍ତର ପାକିସ୍ଥାନର କେତେକ ଅଞ୍ଚଳରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଆଫଗାନିସ୍ତାନରେ ବାରମ୍ବାର ଭୂକମ୍ପ ହେତୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହାପୂର୍ବରୁ ମଧ୍ୟ ଭୂକମ୍ପ ଯୋଗୁଁ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଛି।ମଦ୍ୟପ ଚାଳକଙ୍କ ଉନ୍ମତ୍ତକାଣ୍ଡ
ନୂଆଦିଲ୍ଲୀ ୧୪।୦୩: ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଝଟକା । ଏନେଇ ରାଷ୍ଟ୍ରିୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୫.୩ ମାପ କରାଯାଇଥିଲା । ଏହାର କେନ୍ଦ୍ର ଭୂମି ଠାରୁ ୧୪୬ କିଲୋମିଟର ତଳେ ଥିଲା । ଏହି କାରଣରୁ ପାକିସ୍ତାନର କିଛି ଅଞ୍ଚଳରେ ଭୂକମ୍ପର ପ୍ରଭାବ ପଡିଥିଲା । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର ସାମ୍ନାକୁ ଆସିନାହିଁ।
An earthquake of Magnitude 5.3 on the Richter Scale hit Afghanistan: National Centre for Seismology pic.twitter.com/gOnCbyZs24— ANI (@ANI) March 13, 2024
ଆଫଗାନିସ୍ତାନରେ ଭୂକମ୍ପ ଝଟକା
କହିବାକୁ ଗଲେ ଜାନୁଆରୀ ୩ରେ ଆଫଗାନିସ୍ଥାନରେ ଭୂକମ୍ପ ହୋଇଥିଲା । ଏହାର ରିକ୍ଟର ସ୍କେଲ ୫.୧ ଥିଲା । ରିପୋର୍ଟ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନର ଇଶକୋସିମ ଠାରୁ ପ୍ରାୟ ୧୫ କିଲୋମିଟର ଦକ୍ଷିଣରେ ଥିଲା।
ପାକିସ୍ତାନର କେତେକ ଅଞ୍ଚଳରେ ମଧ୍ୟ ଭୂକମ୍ପ ହୋଇଛି
ଏହି କାରଣରୁ ଉତ୍ତର-ପୂର୍ବ ଆଫଗାନିସ୍ତାନ, ଦକ୍ଷିଣ ତାଜିକିସ୍ତାନ ଏବଂ ଉତ୍ତର ପାକିସ୍ଥାନର କେତେକ ଅଞ୍ଚଳରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଆଫଗାନିସ୍ତାନରେ ବାରମ୍ବାର ଭୂକମ୍ପ ହେତୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହାପୂର୍ବରୁ ମଧ୍ୟ ଭୂକମ୍ପ ଯୋଗୁଁ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଛି।
ମଦ୍ୟପ ଚାଳକଙ୍କ ଉନ୍ମତ୍ତକାଣ୍ଡ : ବଜାରରେ କିଣୁଥିବା ଲୋକଙ୍କ ଉପରେ ଚଢାଇଲେ କାର, ଜଣେ ମୃତ