ଭୂତ ପାଇଁ ହଷ୍ଟେଲ ଖାଲି, ଅପରାହ୍ଣରେ ବସିବ ବୈଠକ

ମାଥିଲି : ଭୂତ ପାଇଁ ହଷ୍ଟେଲ ଖାଲି । ଏଭଳି ଖବର ଆସିଛି ମାଲକାନାଗିରି ଜିଲ୍ଲା ଖଇରପୁଟ ବ୍ଲକ୍ କଦମଗୁଡା ଆଶ୍ରମ ବିଦ୍ଯାଳୟରୁ। ଭୂତ ଭୟେର ହଷ୍ଟେଲରେ ଥିବା ୬୪ ଛାତ୍ରୀଙ୍କୁ ଅନତ୍ର ସ୍ଥାନାନ୍ତର କରାଯାଇଛି।  ଭୂତ ଭୟରେ ୫ ଛାତ୍ରୀ ଅସୁସ୍ଥ ହେବା ସୂଚନା।  ସମସ୍ତ ଛାତ୍ରୀଙ୍କୁ ବଡବେଲ କମ୍ପ୍ଲେକ୍ସରେ ସ୍ଥାନାନ୍ତର କରିଥିବା ସୂଚନା ଦେଇଛନ୍ତି ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର କେଶରୀ । ତେବେ ଏ ନେଇ ଆଜି ଅପରାହ୍ଣ କଦମଗୁଡାରେ ଭୂତ ପାଇଁ […]

ଭୂତ ପାଇଁ ହଷ୍ଟେଲ ଖାଲି, ଅପରାହ୍ଣରେ ବସିବ ବୈଠକ
Untitled 1 55

ମାଥିଲି : ଭୂତ ପାଇଁ ହଷ୍ଟେଲ ଖାଲି । ଏଭଳି ଖବର ଆସିଛି ମାଲକାନାଗିରି ଜିଲ୍ଲା ଖଇରପୁଟ ବ୍ଲକ୍ କଦମଗୁଡା ଆଶ୍ରମ ବିଦ୍ଯାଳୟରୁ। ଭୂତ ଭୟେର ହଷ୍ଟେଲରେ ଥିବା ୬୪ ଛାତ୍ରୀଙ୍କୁ ଅନତ୍ର ସ୍ଥାନାନ୍ତର କରାଯାଇଛି।  ଭୂତ ଭୟରେ ୫ ଛାତ୍ରୀ ଅସୁସ୍ଥ ହେବା ସୂଚନା।  ସମସ୍ତ ଛାତ୍ରୀଙ୍କୁ ବଡବେଲ କମ୍ପ୍ଲେକ୍ସରେ ସ୍ଥାନାନ୍ତର କରିଥିବା ସୂଚନା ଦେଇଛନ୍ତି ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର କେଶରୀ । ତେବେ ଏ ନେଇ ଆଜି ଅପରାହ୍ଣ କଦମଗୁଡାରେ ଭୂତ ପାଇଁ ବୈଠକ ବସିବ ବୋଲି ଜଣାପଡ଼ିବ।