ଭୋଟ ଦେଲେ ରାହୁଲ , ସୋନିଆ, ଅନନ୍ତନାଗରେ ଧାରଣାରେ ବସିଲେ ମେହେବୁବା

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଶନିବାର ଦିଲ୍ଲୀର ସମସ୍ତ ସାତୋଟି ସିଟ ସମେତ ୬ଟି ରାଜ୍ୟ ତଥା ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ୫୮ଟି ସିଟ ପାଇଁ ଭୋଟ ଆରମ୍ଭ ହୋଇଛି। ସେପଟେ ବେଙ୍ଗାଲୁରୁରେ ହିଂସା ଖବର ସାମ୍ନାକୁ ଆସିଛି। ଅନନ୍ତନାଗ, ରାଜୌରୀ ଲୋକ ସଭା ଆସନରୁ ପିଡିପି ମୁଖ୍ୟ ତଥା ପ୍ରାର୍ଥୀ ମେହବୁବା ମୁଫତି ଅନନ୍ତନାଗ, ଜମ୍ମୁ କଶ୍ମୀରରେ ଦଳର ନେତା ତଥା କର୍ମୀଙ୍କ ସହ ଧାରଣାରେ ବସିଥିବା ଜଣାପଡିଛି। ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କ […] The post ଭୋଟ ଦେଲେ ରାହୁଲ , ସୋନିଆ, ଅନନ୍ତନାଗରେ ଧାରଣାରେ ବସିଲେ ମେହେବୁବା appeared first on Dharitri Odia News.

ଭୋଟ ଦେଲେ ରାହୁଲ , ସୋନିଆ, ଅନନ୍ତନାଗରେ ଧାରଣାରେ ବସିଲେ ମେହେବୁବା

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଶନିବାର ଦିଲ୍ଲୀର ସମସ୍ତ ସାତୋଟି ସିଟ ସମେତ ୬ଟି ରାଜ୍ୟ ତଥା ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ୫୮ଟି ସିଟ ପାଇଁ ଭୋଟ ଆରମ୍ଭ ହୋଇଛି। ସେପଟେ ବେଙ୍ଗାଲୁରୁରେ ହିଂସା ଖବର ସାମ୍ନାକୁ ଆସିଛି। ଅନନ୍ତନାଗ, ରାଜୌରୀ ଲୋକ ସଭା ଆସନରୁ ପିଡିପି ମୁଖ୍ୟ ତଥା ପ୍ରାର୍ଥୀ ମେହବୁବା ମୁଫତି ଅନନ୍ତନାଗ, ଜମ୍ମୁ କଶ୍ମୀରରେ ଦଳର ନେତା ତଥା କର୍ମୀଙ୍କ ସହ ଧାରଣାରେ ବସିଥିବା ଜଣାପଡିଛି। ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କ ସହ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ସେମାନଙ୍କ ଭୋଟ ଦେଇଛନ୍ତି।

The post ଭୋଟ ଦେଲେ ରାହୁଲ , ସୋନିଆ, ଅନନ୍ତନାଗରେ ଧାରଣାରେ ବସିଲେ ମେହେବୁବା appeared first on Dharitri Odia News.