ଭୟଙ୍କର ଦୁର୍ଘଟଣା, ସ୍କୁଟରକୁ ୩୦ ମିଟର ଘୋଷାଡ଼ି ନେଲା କାର୍
ଭୁବନେଶ୍ୱର ୧୬।୦୩ : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ରାସ୍ତାରେ ଦୁର୍ଘଟଣା। କାର୍ - ସ୍କୁଟର ମୁହାଁମୁହିଁ। ସ୍କୁଟରକୁ ୩୦ ମିଟର ଘୋଷାଡି ନେଲା ୱାଗନର୍ କାର୍। ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କଲେ ଉଭୟ ଆମ୍ବୁଲାନ୍ସ ଏବଂ ମୈତ୍ରୀ ବିହାର ଥାନା ପିସିଆର। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ସ୍ଥାନୀୟ ମୈତ୍ରୀ ବିହାର ଥାନା ଅଧିକାରୀ ପହଞ୍ଚି ଦୁଇଟି ଗାଡ଼ି ଜବତ କରିବା ସହ ଅଧିକ ଛାନଭିନ କରୁଛି।