ଭୟଙ୍କର ଦୁର୍ଘଟଣାରେ ଚୁରମାର୍ ହୋଇଗଲା କାର୍, ତଥାପି ନିଦରୁ ଉଠିଲେ ନାହିଁ ଚାଳକ, Video ଦେଖିଲେ…
ସୋସିଆଲ ମିଡିଆ ବେଶ ଅଜବ। ଏଥିରେ ପ୍ରତିଦିନ କିଛି ନା କିଛି ଅବିଶ୍ୱସନୀୟ ଦେଖିବାକୁ ମିଳିଥାଏ। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ହୋସ୍ ଉଡାଇ ଦେଇଥାଏ। ଏବେ ସେଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓଟିରେ ହାଇୱେରେ ଦ୍ରୁତ ଗତିରେ ଯାଉଥିବା ଏକ କାର ଦେଖିବାକୁ ମିଳୁଛି। ଗାଡ଼ିଟି ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବେଳେ ଡ୍ରାଇଭର ସିଟ୍ରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏତେସବୁ ପରେ ମଧ୍ୟ ବ୍ୟକ୍ତିଜଣଙ୍କ ନିଦ ଭାଙ୍ଗୁନାହିଁ। […] The post ଭୟଙ୍କର ଦୁର୍ଘଟଣାରେ ଚୁରମାର୍ ହୋଇଗଲା କାର୍, ତଥାପି ନିଦରୁ ଉଠିଲେ ନାହିଁ ଚାଳକ, Video ଦେଖିଲେ… appeared first on Dharitri Odia News.
ସୋସିଆଲ ମିଡିଆ ବେଶ ଅଜବ। ଏଥିରେ ପ୍ରତିଦିନ କିଛି ନା କିଛି ଅବିଶ୍ୱସନୀୟ ଦେଖିବାକୁ ମିଳିଥାଏ। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ହୋସ୍ ଉଡାଇ ଦେଇଥାଏ। ଏବେ ସେଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓଟିରେ ହାଇୱେରେ ଦ୍ରୁତ ଗତିରେ ଯାଉଥିବା ଏକ କାର ଦେଖିବାକୁ ମିଳୁଛି। ଗାଡ଼ିଟି ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବେଳେ ଡ୍ରାଇଭର ସିଟ୍ରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏତେସବୁ ପରେ ମଧ୍ୟ ବ୍ୟକ୍ତିଜଣଙ୍କ ନିଦ ଭାଙ୍ଗୁନାହିଁ। ସେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇବା ଭଳି ପଡ଼ି ରହିଛନ୍ତି।
ଦୁର୍ଘଟଣା ସହିତ ଜଡିତ ଏହି ଭିଡିଓଟି ବିଭିନ୍ନ ପ୍ଲାଟଫର୍ମରେ ଶେୟାର କରାଯାଉଛି। ନେଟିଜେନମାନେ ମଧ୍ୟ ଏହା ଉପରେ ବହୁତ ମତାମତ ଦେଉଛନ୍ତି। ଭାଇରାଲ ଭିଡିଓଟି ଇନଷ୍ଟାଗ୍ରାମରେ haryana_makhol ନାମକ ଏକ ହ୍ୟାଣ୍ଡେଲରୁ ମଧ୍ୟ ଶେୟାର କରାଯାଇଛି।
The post ଭୟଙ୍କର ଦୁର୍ଘଟଣାରେ ଚୁରମାର୍ ହୋଇଗଲା କାର୍, ତଥାପି ନିଦରୁ ଉଠିଲେ ନାହିଁ ଚାଳକ, Video ଦେଖିଲେ… appeared first on Dharitri Odia News.