ଭୟଙ୍କର ବଳଦ ଅଛନ୍ତି

'ବଳଦ ଭୟଙ୍କର ବଳଦ ଅଛନ୍ତି। ଶେଷକୁ କଥା ମାନିଲେ। ଷଣ୍ଢ ଭଳିଆ ଦିଶୁଥାଇ ବଳଦ ହୋଇଥାଇ। ଅକ୍ଷି ତୃତୀୟା ହେଉଛି ଆମର ବଡ଼ ପର୍ବ ଶୁଭଦିନ । ଏତେ ଶୁଭଦିନ ଆଜି ଆମ କୃଷକ ଭାଇମାନେ ଅକ୍ଷିମୁଠି ଅନୁକୂଳ  କରିଥାଆନ୍ତି।' -ତାରା ବାହିନୀପତି, କଂଗ୍ରେସ ବିଧାୟକ

ଭୟଙ୍କର ବଳଦ ଅଛନ୍ତି
Array