ଭୟଙ୍କର ସଡ଼କ ଦୁର୍ଘଟଣା, ଯାତ୍ରୀବାହୀ ବସ୍‌ ଓଲଟି ୩ ମୃତ, ୨୦ରୁ ଅଧିକ ଆହତ

କନ୍ଧମାଳ: ଭୟଙ୍କର ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍‌ ଓଲଟି ୩ ଜଣକ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛି।ଏହି ଦୁର୍ଘଟଣା ଘଟିଛି ଫିରିଙ୍ଗିଆ କାଳିଆ ସାହି  ନିକଟରେ । ସୂଚନା ଅନୁଯାୟୀ, ମୁନିଗୁଡ଼ାରୁ ଫୁଲବାଣୀ ଆସୁଥିବା ବେଳେ ଏକଘରୋଇ ବସ୍‌ ଭାରସ୍ୟାମ ହରାଇ ଓଲଟିପଡ଼ିଥିଲା।Updating...

ଭୟଙ୍କର ସଡ଼କ ଦୁର୍ଘଟଣା, ଯାତ୍ରୀବାହୀ ବସ୍‌ ଓଲଟି ୩ ମୃତ, ୨୦ରୁ ଅଧିକ ଆହତ

କନ୍ଧମାଳ: ଭୟଙ୍କର ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍‌ ଓଲଟି ୩ ଜଣକ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛି।

ଏହି ଦୁର୍ଘଟଣା ଘଟିଛି ଫିରିଙ୍ଗିଆ କାଳିଆ ସାହି  ନିକଟରେ । ସୂଚନା ଅନୁଯାୟୀ, ମୁନିଗୁଡ଼ାରୁ ଫୁଲବାଣୀ ଆସୁଥିବା ବେଳେ ଏକଘରୋଇ ବସ୍‌ ଭାରସ୍ୟାମ ହରାଇ ଓଲଟିପଡ଼ିଥିଲା।

Updating...