ମଝି ଆକାଶରେ ଛିଣ୍ଡିଗଲା ବିମାନ କବାଟ
ଶୁକ୍ରବାର ଦିନ 'ଅଲାସ୍କା ଏୟାରଲାଇନ୍ସ'ର ବୋଇଂ ବିମାନରେ ଘଟିଛି ଏଭଳି କିଛି ଘଟଣା।
ମଝି ଆକାଶରେ ଛିଣ୍ଡିଗଲା ବିମାନର ଗେଟ୍। ଉଡିଗଲା ଝରକା। ଏମରଜେନ୍ସି ଲ୍ୟାଣ୍ଡିଂ କଲା ବିମାନ। ଶୁକ୍ରବାର ଦିନ 'ଅଲାସ୍କା ଏୟାରଲାଇନ୍ସ'ର ବୋଇଂ ବିମାନରେ ଘଟିଛି ଏଭଳି କିଛି ଘଟଣା। ଫଳରେ ବିମାନଟିକୁ ଆମେରିକାର ଓରେଗନ୍ ସିଟିରେ ଜରୁରୀ ଅବତରଣ କରିବାକୁ ପଡିଛି।