ମଝି ଚିଲିକାରେ ଫସିଲା ଡଙ୍ଗା, ପର୍ଯ୍ୟଟକ ସହ ଡ଼ଙ୍ଗାକୁ ଚିଲିକା ମଝିରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ଚିଲିକା: ଚିଲିକା ମଝିରେ ଫସିଲା ଡ଼ଙ୍ଗା। ୧୪ ଜଣ ପର୍ଯ୍ୟଟକ ସହ ଡ଼ଙ୍ଗାକୁ ଚିଲିକା ମଝିରୁ ଉଦ୍ଧାର କଲେ ଅଗ୍ନିଶମ... The post ମଝି ଚିଲିକାରେ ଫସିଲା ଡଙ୍ଗା, ପର୍ଯ୍ୟଟକ ସହ ଡ଼ଙ୍ଗାକୁ ଚିଲିକା ମଝିରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ appeared first on .

ମଝି ଚିଲିକାରେ ଫସିଲା ଡଙ୍ଗା, ପର୍ଯ୍ୟଟକ ସହ ଡ଼ଙ୍ଗାକୁ ଚିଲିକା ମଝିରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ଚିଲିକା: ଚିଲିକା ମଝିରେ ଫସିଲା ଡ଼ଙ୍ଗା। ୧୪ ଜଣ ପର୍ଯ୍ୟଟକ ସହ ଡ଼ଙ୍ଗାକୁ ଚିଲିକା ମଝିରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ପର୍ଯ୍ୟଟକ ମାନେ ଉଦ୍ଧାର ପାଇଁ ୧୧୨ ର ସହାୟତା ଲୋଡିଥିଲେ । ବାଲୁଗାଁ ଅଗ୍ନିଶମ ବାହିନୀ ଚିଲିକା ମଝିରେ ପହଞ୍ଚି ଫସିଥିବା ଡ଼ଙ୍ଗା ସହ ପର୍ଯ୍ୟଟକଙ୍କୁ ନିରାପଦରେ ଉଦ୍ଧାର କରିଛନ୍ତି। ବର୍ତ୍ତମାନ ପର୍ଯ୍ୟଟନ ଋତ୍ୟୁ ଚାଲିଛି । ଆଜି ଭୁବନେଶ୍ୱରରୁ ୧୨ରୁ ୧୪ଜଣ ପର୍ଯ୍ୟଟକ ସାତପଡ଼ା ଡଲଫିନ ଦେଖିବାକୁ ଯାଇଥିଲେ । ୪ଟା ପରେ କୋହଲା ପାଗ ଏବଂ ଅନ୍ଧାର ଯୋଗୁ ଚିଲିକା ମଝିରେ ଡ଼ଙ୍ଗା ଫସି ଯାଇଥିଲା । ପର୍ଯ୍ୟଟକ ମାନେ ଉଦ୍ଧାର କରିବାକୁ ସହାୟତା ଲୋଡିଥିଲେ। ନନ୍ଦିଘୋଷ ଟିଭ ହାତରେ ଲାଗିଛି ଚିଲିକା ମଝିରେ ଉଦ୍ଧାର କରିବାର ଭିଡିଓ କିଳ୍ପିଂ। ବାଲୁଗାଁ ଅଗ୍ନିଶମ ବାହିନୀ ସେମାନଙ୍କୁ ଚିଲିକା ମଝିରୁ ନିରାପଦରେ ଏସ୍କର୍ଟ କରି କୂଳକୁ ଆଣିଛନ୍ତି।

The post ମଝି ଚିଲିକାରେ ଫସିଲା ଡଙ୍ଗା, ପର୍ଯ୍ୟଟକ ସହ ଡ଼ଙ୍ଗାକୁ ଚିଲିକା ମଝିରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ appeared first on .