ମଝି ସମୁଦ୍ରରେ ଘଟିଲା ଅଘଟଣ, ଅଳ୍ପକେ ବର୍ତ୍ତିଲେ ୪ ମତ୍ସଜୀବୀ
ମହାକାଳପଡ଼ା : ମଝି ସମୁଦ୍ରରେରେ ଘଟିଲା ଅଘଟଣ । ହୁକୁଟେଲା ନିକଟରେ ଭାରସାମ୍ୟ ହରାଇ ବୁଡିଗଲା ମାଛ ଧରା ଯନ୍ତ୍ର ଚାଳିତ ଡଙ୍ଗା । ଅଳ୍ପକେ ବାର୍ତ୍ତିଲେ ୪ ମତ୍ସଜୀବୀ। ସମସ୍ତ ମତ୍ସଜୀବୀ ରାଜ ନଗର ବ୍ଲକ ସୁନ୍ଦରୀ ପାଳ ଗ୍ରାମର ସୂଚନା । ମହାକାଳପଡ଼ା ତନ୍ତୀ ପାଳ ମତ୍ସ୍ୟଜୀବୀ ଙ୍କ ସହାୟତାରେ ୪ଜଣଙ୍କୁ ଉଦ୍ଧାର କରାଯାଇ ଥିବା ସୂଚନା ମିଳିଛି । The post ମଝି ସମୁଦ୍ରରେ ଘଟିଲା ଅଘଟଣ, ଅଳ୍ପକେ ବର୍ତ୍ତିଲେ ୪ ମତ୍ସଜୀବୀ appeared first on KNews Odisha.

ମହାକାଳପଡ଼ା : ମଝି ସମୁଦ୍ରରେରେ ଘଟିଲା ଅଘଟଣ । ହୁକୁଟେଲା ନିକଟରେ ଭାରସାମ୍ୟ ହରାଇ ବୁଡିଗଲା ମାଛ ଧରା ଯନ୍ତ୍ର ଚାଳିତ ଡଙ୍ଗା । ଅଳ୍ପକେ ବାର୍ତ୍ତିଲେ ୪ ମତ୍ସଜୀବୀ। ସମସ୍ତ ମତ୍ସଜୀବୀ ରାଜ ନଗର ବ୍ଲକ ସୁନ୍ଦରୀ ପାଳ ଗ୍ରାମର ସୂଚନା । ମହାକାଳପଡ଼ା ତନ୍ତୀ ପାଳ ମତ୍ସ୍ୟଜୀବୀ ଙ୍କ ସହାୟତାରେ ୪ଜଣଙ୍କୁ ଉଦ୍ଧାର କରାଯାଇ ଥିବା ସୂଚନା ମିଳିଛି ।
The post ମଝି ସମୁଦ୍ରରେ ଘଟିଲା ଅଘଟଣ, ଅଳ୍ପକେ ବର୍ତ୍ତିଲେ ୪ ମତ୍ସଜୀବୀ appeared first on KNews Odisha.