ମଝିରାସ୍ତାରେ ଓଲଟିଲା ପିକ୍‌ ଅପ୍ ଭ୍ୟାନ, ୨ ମୃତ ଓ ୧୪ ଆହତ

କୋଣାର୍କ ୧୪/୦୬: ଓଲଟିଲା ପିକ୍‌ ଅପ୍ ଭ୍ୟାନ୍ । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ମୃତକ ଦୁଇଜଣ ଅସ୍ତରଙ୍ଗ ଅଂଚଳର । ସୂଚନା ଥାଉକି, କାକଟପୁର ରାସ୍ତା ଜଗନ୍ନାଥପୁର ଠାରେ ପିକଅପ ଭ୍ୟାନ ଓଲଟି ୨ ମୃତ ୧୪ଆହତ । ତେବେ ଆହତଙ୍କ ମଧ୍ୟରୁ ୮ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ଚାରିଛକ ମେଡିକାଲରେ ଭର୍ତ୍ତି ପରେ ଗୁରୁତରଙ୍କୁ ଭୁବେଶ୍ୱର ସ୍ଥାନାନ୍ତରିତ l 

ମଝିରାସ୍ତାରେ ଓଲଟିଲା ପିକ୍‌ ଅପ୍ ଭ୍ୟାନ, ୨ ମୃତ ଓ ୧୪ ଆହତ

କୋଣାର୍କ ୧୪/୦୬: ଓଲଟିଲା ପିକ୍‌ ଅପ୍ ଭ୍ୟାନ୍ । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ମୃତକ ଦୁଇଜଣ ଅସ୍ତରଙ୍ଗ ଅଂଚଳର । 

ସୂଚନା ଥାଉକି, କାକଟପୁର ରାସ୍ତା ଜଗନ୍ନାଥପୁର ଠାରେ ପିକଅପ ଭ୍ୟାନ ଓଲଟି ୨ ମୃତ ୧୪ଆହତ । ତେବେ ଆହତଙ୍କ ମଧ୍ୟରୁ ୮ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ଚାରିଛକ ମେଡିକାଲରେ ଭର୍ତ୍ତି ପରେ ଗୁରୁତରଙ୍କୁ ଭୁବେଶ୍ୱର ସ୍ଥାନାନ୍ତରିତ l