ମଣିପାଲ ଟାଇଗର୍ସର ଘାତକ ବୋଲିଂ, ୧୦୪ ରନ୍‌ରେ ସୀମିତ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା

ନୂଆଦିଲ୍ଲୀ: ଯୋଧପୁରରେ ଅନୁଷ୍ଠିତ ଲିଜେଣ୍ଡସ୍‌ କ୍ରିକେଟ୍‌ ଲିଗ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ମଣିପାଲ ଟାଇଗର୍ସକୁ ଭେଟିଛି କୋଣାର୍କ ସୂର୍ଯ୍ୟାସ ଓଡ଼ିଶା। ଟସ ଜିତି ମଣିପାଲ ଟାଇଗର୍ସ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା ପ୍ରଥମେ ବ୍ୟାଟିଂ କରିବାକୁ ଆସି ୯ ଓ୍ୱିକେଟ ହରାଇ ୧୦୪ରନରେ ସୀମିତ ରହିଛି। କ୍ୟାପଟେନ ଇରଫାନ ଫଠାନ ୨୩ଟି ବଲ ଖେଳି ୧୮ ରନ୍‌ ସଂଗ୍ରହ କରିଛନ୍ତି। ସେପଟେ ୧୦୫ ରନ୍‌ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ମଣିପାଲ ଟାଇଗର୍ସ।  କୋଣାର୍କ ସୁର୍ଯ୍ୟାସ ଓଡିଶା (ପ୍ଲେଇଂଗ ଏକାଦଶ)ରେ ଅଛନ୍ତି ଅମ୍ବାତି ରାୟଡୁ, ରସ ଟେଲର, ରିଚାର୍ଡ ଲେଭି, ଇରଫାନ ପଠାନ, ଯୁସୁଫ ପଠାନ, ଦିଲସାନ ମୁନାୱେରା, ନବୀନ ସ୍ଟୁଆର୍ଟ, କେଭିନ ବ୍ରାଇନ, ବେନ ଲାଫଲିନ, ବିନୟ କୁମାର ଏବଂ ସଵାଜ ନଦୀମ।ସେହିପରି ମଣିପାଲ ଟାଇଗର୍ସ (ପ୍ଲେଇଂଗ ଏକାଦଶ)ରେ ଅଛନ୍ତି ସୋଲେମାନ ମିରେ, ରବିନ୍ ଉଥାପ୍ପା, ଆଞ୍ଜେଲୋ ପେରେରା, ମନୋଜ ତିୱାରୀ, ଆସେଲା ଗୁନାରତ୍ନେ, ଡାନିଏଲ ଖ୍ରୀଷ୍ଟିଆନ, ଓବସ ପିଏନାର, ହରଭଜନ ସିଂ , ଅନୁରିତ ସିଂ, ରାହୁଲ ଶୁକ୍ଲା, ଶେଲଡନ କୋଟ୍ରେଲ

ମଣିପାଲ ଟାଇଗର୍ସର ଘାତକ ବୋଲିଂ, ୧୦୪ ରନ୍‌ରେ ସୀମିତ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା

ନୂଆଦିଲ୍ଲୀ: ଯୋଧପୁରରେ ଅନୁଷ୍ଠିତ ଲିଜେଣ୍ଡସ୍‌ କ୍ରିକେଟ୍‌ ଲିଗ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ମଣିପାଲ ଟାଇଗର୍ସକୁ ଭେଟିଛି କୋଣାର୍କ ସୂର୍ଯ୍ୟାସ ଓଡ଼ିଶା। ଟସ ଜିତି ମଣିପାଲ ଟାଇଗର୍ସ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା ପ୍ରଥମେ ବ୍ୟାଟିଂ କରିବାକୁ ଆସି ୯ ଓ୍ୱିକେଟ ହରାଇ ୧୦୪ରନରେ ସୀମିତ ରହିଛି। କ୍ୟାପଟେନ ଇରଫାନ ଫଠାନ ୨୩ଟି ବଲ ଖେଳି ୧୮ ରନ୍‌ ସଂଗ୍ରହ କରିଛନ୍ତି। ସେପଟେ ୧୦୫ ରନ୍‌ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ମଣିପାଲ ଟାଇଗର୍ସ।  


କୋଣାର୍କ ସୁର୍ଯ୍ୟାସ ଓଡିଶା (ପ୍ଲେଇଂଗ ଏକାଦଶ)ରେ ଅଛନ୍ତି ଅମ୍ବାତି ରାୟଡୁ, ରସ ଟେଲର, ରିଚାର୍ଡ ଲେଭି, ଇରଫାନ ପଠାନ, ଯୁସୁଫ ପଠାନ, ଦିଲସାନ ମୁନାୱେରା, ନବୀନ ସ୍ଟୁଆର୍ଟ, କେଭିନ ବ୍ରାଇନ, ବେନ ଲାଫଲିନ, ବିନୟ କୁମାର ଏବଂ ସଵାଜ ନଦୀମ।


ସେହିପରି ମଣିପାଲ ଟାଇଗର୍ସ (ପ୍ଲେଇଂଗ ଏକାଦଶ)ରେ ଅଛନ୍ତି ସୋଲେମାନ ମିରେ, ରବିନ୍ ଉଥାପ୍ପା, ଆଞ୍ଜେଲୋ ପେରେରା, ମନୋଜ ତିୱାରୀ, ଆସେଲା ଗୁନାରତ୍ନେ, ଡାନିଏଲ ଖ୍ରୀଷ୍ଟିଆନ, ଓବସ ପିଏନାର, ହରଭଜନ ସିଂ , ଅନୁରିତ ସିଂ, ରାହୁଲ ଶୁକ୍ଲା, ଶେଲଡନ କୋଟ୍ରେଲ