ମଣିଷ ମାରିଲା ପୁଅ, ଲୁଚି ବୁଲିଲା ବାପା
ପୁଅର କଥା କହି କହି କାନ୍ଦୁଛି ମା’ । କୋହ ସମ୍ଭାଳି ପାରୁନି, କି କଥା ବି ଠିକ୍ ସେ କହିପାରୁନି । କେବଳ ପୁଅର କଥାକୁ ମେନେପକାଇ ବାହୁନି ବାହୁନି ଆଖିରୁ ଲୁହ ଝରାଉଛି । କେମିତି ଅବା କୋହ ସମ୍ଭାଳିବ । ସିଏ ପରା ମା’ ।