ମତଦାନ ସାବ୍ୟସ୍ତ କଲେ ମନ୍ତ୍ରୀ ଜଗନ୍ନାଥ ସାରକା
ବିଷମକଟକ,୧୩ା୫(ବିଭୂତି ଭୂଷଣ ନାୟକ): ସୋମବାର ରାୟଗଡ଼ା ଜିଲା ବିଷମକଟକ ନିର୍ବାଚନ ମଣ୍ଡଳୀ ନିର୍ଗୁଣ୍ଡି ମତଦାନ କେନ୍ଦ୍ରରେ ଭୋଟ୍ ଦେବାକୁ ଲୋକମାନେ ସକାଳୁ ଧାଡ଼ିରେ ଠିଆ ହୋଇଥିଲେ। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଠାରେ ମତଦାନ ପ୍ରକ୍ରିୟା ୩୦ ମିନଟ୍ ବିଳମ୍ବରେ ହୋଇଥିଲା। ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ବିଜେଡି ବିଧାୟକ ଜଗନ୍ନାଥ ସାରକା ପ୍ରଥମେ ଝିଜିଡି ପଞ୍ଚାୟତ ନିର୍ଗୁଣ୍ଡି ବୁଥ୍ରେ ନିଜର ମତ ସାବ୍ୟସ୍ତ କରିଛନ୍ତି। The post ମତଦାନ ସାବ୍ୟସ୍ତ କଲେ ମନ୍ତ୍ରୀ ଜଗନ୍ନାଥ ସାରକା appeared first on Dharitri Odia News.
ବିଷମକଟକ,୧୩ା୫(ବିଭୂତି ଭୂଷଣ ନାୟକ): ସୋମବାର ରାୟଗଡ଼ା ଜିଲା ବିଷମକଟକ ନିର୍ବାଚନ ମଣ୍ଡଳୀ ନିର୍ଗୁଣ୍ଡି ମତଦାନ କେନ୍ଦ୍ରରେ ଭୋଟ୍ ଦେବାକୁ ଲୋକମାନେ ସକାଳୁ ଧାଡ଼ିରେ ଠିଆ ହୋଇଥିଲେ। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଠାରେ ମତଦାନ ପ୍ରକ୍ରିୟା ୩୦ ମିନଟ୍ ବିଳମ୍ବରେ ହୋଇଥିଲା। ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ବିଜେଡି ବିଧାୟକ ଜଗନ୍ନାଥ ସାରକା ପ୍ରଥମେ ଝିଜିଡି ପଞ୍ଚାୟତ ନିର୍ଗୁଣ୍ଡି ବୁଥ୍ରେ ନିଜର ମତ ସାବ୍ୟସ୍ତ କରିଛନ୍ତି।
The post ମତଦାନ ସାବ୍ୟସ୍ତ କଲେ ମନ୍ତ୍ରୀ ଜଗନ୍ନାଥ ସାରକା appeared first on Dharitri Odia News.