ମଦ ଢାଳିହେଲା କ୍ୟାରମ ବୋର୍ଡ ଉପରେ, ବଚସା ରୁ ୪୨ ମୌଜା ହୋଲି ଗୁଳିକାଣ୍ଡ ! 42 Mouza holi death case, Cuttack.
ମଦ ଢାଳିହେଲା କ୍ୟାରମ ବୋର୍ଡ ଉପରେ, ବଚସା ରୁ ୪୨ ମୌଜା ହୋଲି ଗୁଳିକାଣ୍ଡ ! ୪୨-ମୌଜା ଗୁଳିକାଣ୍ଡ ଘଟଣା ର ପର୍ଦାଫାସ କଲା କଟକ କମିଶନରେଟ ପୋଲିସ.. ଅଭିଯୁକ୍ତ ପ୍ରକାଶ ସୁତାର କୁ ଗିରଫ କରିବା ପରେ ଆଜି ଏହି ଘଟଣା ର ପର୍ଦାଫାଶ କଲା ପୋଲିସ.