ମଦ ପିଇ ଅଟୋକୁ ପିଟିଲେ ଯୁବକ ...ଅଟୋ ସହ ବାଇକ ହୋଇଗଲା ଗୁଣ୍ଡ
ମଦ ପାଇଁ ରାଜ ରାସ୍ତାରେ ଦୁର୍ଘଟଣା | ମଦ ପିଇ 3 ଜଣ ଯୁବକ ବାଇକରେ ଦ୍ରୁତ ଗତିରେ ଆସି ଧକ୍କା ଦେଲେ ଏକ ଅଟୋକୁ | ବାଇକ ରେ ଥିବା 3 ମଦ୍ୟପଙ୍କ ସହ ଅଟୋରେ ଥିବା 2 ଜଣ ଗୁରୁତର ଆହତ ହୋଇଥିବା ସୂଚନା | କୋରାପୁଟ ରାୟଗଡା ୩୨୬ ନଂ ଜାତୀୟ ରାଜପଥର ବ