ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ

ବ୍ରହ୍ମପୁର ୧।୭: ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ । ଜଟଣୀ ସବ୍‌ ରେଜିଷ୍ଟର ଥିବା ବେଳେ ଦୁର୍ନୀତି ପାଇଁ ନିଲମ୍ବିତ ହୋଇଛନ୍ତି । ଆସିଷ୍ଟାଣ୍ଟ କଲେକ୍ଟରଙ୍କୁ ନିଲମ୍ବନ କଲେ ରାଜସ୍ବ ମନ୍ତ୍ରୀ । ସବ୍ ରେଜିଷ୍ଟର ଥିବା ବେଳେ ବେଆଇନ ଭାବେ ହୋମ୍ ଭିଜିଟ୍ କରି କରିଥିଲେ ଜମି ରେଜିଷ୍ଟ୍ରେସନ । ମାର୍ଚ୍ଚ ୨୦୨୩ରୁ ମେ’ ୨୦୨୫ ଭିତରେ ଜଟଣୀ ସବ୍‌ ରେଜିଷ୍ଟର ଥିବା ବେଳେ ୩୨୨ ଥର ହୋମ୍ ଭିଜିଟ୍ କରି ରେଜିଷ୍ଟ୍ରେସନ କରିଥିଲେ । ଏମିତିକି ବିନା ଅନୁମତିରେ ମଧ୍ୟ ଜିଲ୍ଲା ବାହାରକୁ ଯାଇ ରେଜିଷ୍ଟ୍ରେସନ କରିଥିଲେ ।You Can Read:ବାରଣ ସତ୍ତ୍ବେ ପୁରୀରେ ଉଡ଼ିଲା ଡ୍ରୋନ୍, ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ସହ ରଥଯାତ୍ରା ବେଳର ଦୃଶ୍ୟ

ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ

ବ୍ରହ୍ମପୁର ୧।୭: ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ । ଜଟଣୀ ସବ୍‌ ରେଜିଷ୍ଟର ଥିବା ବେଳେ ଦୁର୍ନୀତି ପାଇଁ ନିଲମ୍ବିତ ହୋଇଛନ୍ତି । ଆସିଷ୍ଟାଣ୍ଟ କଲେକ୍ଟରଙ୍କୁ ନିଲମ୍ବନ କଲେ ରାଜସ୍ବ ମନ୍ତ୍ରୀ । ସବ୍ ରେଜିଷ୍ଟର ଥିବା ବେଳେ ବେଆଇନ ଭାବେ ହୋମ୍ ଭିଜିଟ୍ କରି କରିଥିଲେ ଜମି ରେଜିଷ୍ଟ୍ରେସନ । 

ମାର୍ଚ୍ଚ ୨୦୨୩ରୁ ମେ’ ୨୦୨୫ ଭିତରେ ଜଟଣୀ ସବ୍‌ ରେଜିଷ୍ଟର ଥିବା ବେଳେ ୩୨୨ ଥର ହୋମ୍ ଭିଜିଟ୍ କରି ରେଜିଷ୍ଟ୍ରେସନ କରିଥିଲେ । ଏମିତିକି ବିନା ଅନୁମତିରେ ମଧ୍ୟ ଜିଲ୍ଲା ବାହାରକୁ ଯାଇ ରେଜିଷ୍ଟ୍ରେସନ କରିଥିଲେ ।

You Can Read:

ବାରଣ ସତ୍ତ୍ବେ ପୁରୀରେ ଉଡ଼ିଲା ଡ୍ରୋନ୍, ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ସହ ରଥଯାତ୍ରା ବେଳର ଦୃଶ୍ୟ