ମଦ ପିଇବାକୁ ଯାଇ କାଉଣ୍ଟରରେ ବୁଲାଉଥିଲେ କଳାକନା... ଖବରପାଇ ରାତି ଅଧରେ ମାଡି ବସିଲା ପୋଲିସ
ବିଦେଶୀ ମଦ ଦୋକାନରୁ ଦୁର୍ବୁତ୍ତ ମାନେ ରାତିରେ ତାଲା ଭାଙ୍ଗି ନଗଦ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଥିବା ବେଳେ ସିସିଟିଭିକୁ ଆଧାର କରି ଭଞ୍ଜନଗର ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ...