ମଧ୍ୟପ୍ରାଚ୍ୟରେ ପୁଣି ଏକ ଯୁଦ୍ଧ ଆରମ୍ଭ; ଆତଙ୍କୀ ସଂଗଠନ କବଜାରେ ସିରିଆର ଅଲେପ୍ପା ସହର
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଏକ ଯୁଦ୍ଧ ଆରମ୍ଭ । ସିରିଆରେ ଆତଙ୍କବାଦୀ ସମୂହର ଉତ୍ପାତ । ଆମେରିକା ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଦେଶ ଦ୍ବିତୀୟ ବଡ଼ ସହର ଅଲେପ୍ପାକୁ କବଜାକୁ ନେଇଛନ୍ତି । ଏହା ସହିତ ଋଷ୍-ଇରାନ ସମର୍ଥିତ ଅଶର ଅଲ୍-ଅସାଦ ନେତୃତ୍ବରେ ଚାଲିଥିବା ସରକାର ବିରୋଧରେ ଯୁଦ୍ଧଂଧେହୀ ଡାକରା ଦେଇଛନ୍ତି । ତିନି ତଳେ ବିଦ୍ରୋହୀ ଗୋଷ୍ଠୀ ନିଜର ବିସ୍ତାର ଆରମ୍ଭ କରିଥିଲା । ଧୀରେ ଧୀରେ ଏବେ ଏହା ଯୁଦ୍ଧ ଆଡ଼କୁ ମୁହାଁଉଛି । ମଧ୍ୟପ୍ରାଚ୍ୟରେ ପୁଣି ଏକ ବଡ଼ ଯୁଦ୍ଧର ଆଶଙ୍କା ଦେଖାଯାଇଛି ।ଆତଙ୍କୀବାଦୀ ସଂଗଠନ ହୟାତ ତହରୀର ଅଲ-ସାମ ଋଷ୍-ଇରାନ ସମର୍ଥିତ ଅଶର ଅଲ୍-ଅସାଦ ସଂଗଠନକୁ ଶାସନ କ୍ଷମତାରୁ ବିତାଡ଼ିତ କରିବାକୁ ଚେଷ୍ଟା କରୁଛି । ଯିଏ ୨୦୦୦ ମସିହାରୁ ଯୁଦ୍ଧଗ୍ରସ୍ତ ସିରିଆରେ କ୍ଷମତାକୁ ଉପଭୋଗ କରିଆସୁଛି । ବିଦ୍ରୋହୀ ଗୋଷ୍ଠୀ ସିରିଆର ପ୍ରାୟ ୫୦ରୁ ନଗରକୁ ନିୟନ୍ତ୍ରଣକୁ ନେଇଥିବା ଦାବି କରିଛି । ଆତଙ୍କବାଦୀ ସମୂହ ଅଲେପ୍ପା ସହରର ପଶ୍ଚିମ ଜିଲ୍ଲାରେ ପ୍ରବେଶ କରିଛି । ଯାହା ଅଶର ଅଲ୍-ଅସାଦ ସଂଗଠନର କବଜାରେ ରହିଛି ।ହୟାତ ତହରୀର ଅଲ-ସାମ ସଂଗଠନ ସହରକୁ ନିଜ ଅକ୍ତିଆରକୁ ନେବାକୁ ପୂର୍ବ ଠାରୁ ଆହୁରି ଆକ୍ରମକ ହୋଇଛି । ଏପଟେ ଅଶର ଅଲ୍-ଅସାଦ ସମର୍ଥନ କରୁଥିବା ଋଷ୍ ସେନା ଏକ ବୟାନ ଜାରି କରି କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ଏୟାର ଷ୍ଟ୍ରାଇକରେ ବିଦ୍ରୋଦୀ ଗୋଷ୍ଠୀର ପ୍ରାୟ ୩୦୦ ଅଧିକ ଆତଙ୍କୀ ନିହତ ହୋଇଛନ୍ତି ।
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଏକ ଯୁଦ୍ଧ ଆରମ୍ଭ । ସିରିଆରେ ଆତଙ୍କବାଦୀ ସମୂହର ଉତ୍ପାତ । ଆମେରିକା ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଦେଶ ଦ୍ବିତୀୟ ବଡ଼ ସହର ଅଲେପ୍ପାକୁ କବଜାକୁ ନେଇଛନ୍ତି । ଏହା ସହିତ ଋଷ୍-ଇରାନ ସମର୍ଥିତ ଅଶର ଅଲ୍-ଅସାଦ ନେତୃତ୍ବରେ ଚାଲିଥିବା ସରକାର ବିରୋଧରେ ଯୁଦ୍ଧଂଧେହୀ ଡାକରା ଦେଇଛନ୍ତି । ତିନି ତଳେ ବିଦ୍ରୋହୀ ଗୋଷ୍ଠୀ ନିଜର ବିସ୍ତାର ଆରମ୍ଭ କରିଥିଲା । ଧୀରେ ଧୀରେ ଏବେ ଏହା ଯୁଦ୍ଧ ଆଡ଼କୁ ମୁହାଁଉଛି । ମଧ୍ୟପ୍ରାଚ୍ୟରେ ପୁଣି ଏକ ବଡ଼ ଯୁଦ୍ଧର ଆଶଙ୍କା ଦେଖାଯାଇଛି ।
ଆତଙ୍କୀବାଦୀ ସଂଗଠନ ହୟାତ ତହରୀର ଅଲ-ସାମ ଋଷ୍-ଇରାନ ସମର୍ଥିତ ଅଶର ଅଲ୍-ଅସାଦ ସଂଗଠନକୁ ଶାସନ କ୍ଷମତାରୁ ବିତାଡ଼ିତ କରିବାକୁ ଚେଷ୍ଟା କରୁଛି । ଯିଏ ୨୦୦୦ ମସିହାରୁ ଯୁଦ୍ଧଗ୍ରସ୍ତ ସିରିଆରେ କ୍ଷମତାକୁ ଉପଭୋଗ କରିଆସୁଛି । ବିଦ୍ରୋହୀ ଗୋଷ୍ଠୀ ସିରିଆର ପ୍ରାୟ ୫୦ରୁ ନଗରକୁ ନିୟନ୍ତ୍ରଣକୁ ନେଇଥିବା ଦାବି କରିଛି । ଆତଙ୍କବାଦୀ ସମୂହ ଅଲେପ୍ପା ସହରର ପଶ୍ଚିମ ଜିଲ୍ଲାରେ ପ୍ରବେଶ କରିଛି । ଯାହା ଅଶର ଅଲ୍-ଅସାଦ ସଂଗଠନର କବଜାରେ ରହିଛି ।
ହୟାତ ତହରୀର ଅଲ-ସାମ ସଂଗଠନ ସହରକୁ ନିଜ ଅକ୍ତିଆରକୁ ନେବାକୁ ପୂର୍ବ ଠାରୁ ଆହୁରି ଆକ୍ରମକ ହୋଇଛି । ଏପଟେ ଅଶର ଅଲ୍-ଅସାଦ ସମର୍ଥନ କରୁଥିବା ଋଷ୍ ସେନା ଏକ ବୟାନ ଜାରି କରି କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ଏୟାର ଷ୍ଟ୍ରାଇକରେ ବିଦ୍ରୋଦୀ ଗୋଷ୍ଠୀର ପ୍ରାୟ ୩୦୦ ଅଧିକ ଆତଙ୍କୀ ନିହତ ହୋଇଛନ୍ତି ।