ମଧ୍ୟାହ୍ନ ଭୋଜନରେ ସାମିଲ ହେଲା ପୁଷ୍ଟିକର ଲଡୁ : ଅଣ୍ଡା ୩ ଦିନ, ଲଡୁ ୩ଦିନ ମିଳିବ
ଭୁବନେଶ୍ବର ୨୭।୩: ମଧ୍ୟାହ୍ନ ଭୋଜନରେ ଏଣିକି ପିଲାଙ୍କୁ ମିଳିବ ଲଡୁ । ଅଣ୍ଡା ସହ ପୁଷ୍ଟିକର ଲଡୁ ମଧ୍ୟାହ୍ନ ଭୋଜନରେ ଦିଆଯିବ । ସପ୍ତାହକୁ ୩ ଦିନ ମିଳିବ ପୁଷ୍ଟିକର ଲଡୁ । ମଙ୍ଗଳବାର, ଗୁରୁବାର, ଶନିବାର ପୁଷ୍ଟିକର ଲଡୁ ମିଳିବ । ସେହିଭଳି ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଅଣ୍ଡା ଦିଆଯିବ । ପିଏମ୍ ପୋଷଣ ଯୋଜନା ଅଧୀନରେ ପିଲାଙ୍କୁ ଲଡୁ ଏବଂ ଅଣ୍ଡା ଦିଆଯିବ । ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ପିଏମ୍ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ଗିରିଶ ଚନ୍ଦ୍ର ସିଂହ ସବୁ ଜିଲାପାଳଙ୍କୁ ସୂଚନା ଦେଇଛନ୍ତି। ପୂର୍ବରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ କେବଳ ଭାତ, ଡ଼ାଲି, ସୋୟାବଡ଼ି ତରକାରୀ ଏବଂ ଅଣ୍ଡା ତରକାରୀ ଦିଆଯାଉଥିଲା।You Can Read:ବର୍ଷକରେ ରାଜସ୍ବ ଗାଁରେ ପରିବର୍ତ୍ତନ ହେଲାଣି ୨୬୩ ପଡା ଗାଁ, ୧୪୭ ପଡାର ଚାଲିଛି ସମୀକ୍ଷା
ଭୁବନେଶ୍ବର ୨୭।୩: ମଧ୍ୟାହ୍ନ ଭୋଜନରେ ଏଣିକି ପିଲାଙ୍କୁ ମିଳିବ ଲଡୁ । ଅଣ୍ଡା ସହ ପୁଷ୍ଟିକର ଲଡୁ ମଧ୍ୟାହ୍ନ ଭୋଜନରେ ଦିଆଯିବ । ସପ୍ତାହକୁ ୩ ଦିନ ମିଳିବ ପୁଷ୍ଟିକର ଲଡୁ । ମଙ୍ଗଳବାର, ଗୁରୁବାର, ଶନିବାର ପୁଷ୍ଟିକର ଲଡୁ ମିଳିବ । ସେହିଭଳି ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଅଣ୍ଡା ଦିଆଯିବ । ପିଏମ୍ ପୋଷଣ ଯୋଜନା ଅଧୀନରେ ପିଲାଙ୍କୁ ଲଡୁ ଏବଂ ଅଣ୍ଡା ଦିଆଯିବ ।

ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ପିଏମ୍ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ଗିରିଶ ଚନ୍ଦ୍ର ସିଂହ ସବୁ ଜିଲାପାଳଙ୍କୁ ସୂଚନା ଦେଇଛନ୍ତି। ପୂର୍ବରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ କେବଳ ଭାତ, ଡ଼ାଲି, ସୋୟାବଡ଼ି ତରକାରୀ ଏବଂ ଅଣ୍ଡା ତରକାରୀ ଦିଆଯାଉଥିଲା।
You Can Read:
ବର୍ଷକରେ ରାଜସ୍ବ ଗାଁରେ ପରିବର୍ତ୍ତନ ହେଲାଣି ୨୬୩ ପଡା ଗାଁ, ୧୪୭ ପଡାର ଚାଲିଛି ସମୀକ୍ଷା