ମନମୋହୁଛି ଶ୍ରୀ ଜଗନ୍ନାଥଙ୍କ ଦଶ ଅବତାର: ବରାହ ବେଶରେ ଦେଲେ ଦର୍ଶନ

ରିଷିଡା ୩୦।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡା ମାଉସୀ ମା’ ମନ୍ଦିରରେ ସୋମବାର ତୃତୀୟ ଦିବସରେ ଶ୍ରୀ ଜଗନ୍ନାଥ ବରାହ ଅବତାର ବେଶରେ ସଜେଇ ହୋଇଛନ୍ତି। ଏହି ଅବତାରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖାଯାଇଥିଲା। ଏଥିରେ ମନ୍ଦିର କମିଟିର ସଭାପତି କରୁଣାକର ରଣା, ସମ୍ପାଦକ ପାର୍ଥ ସାହୁ, ବାବୁଲା ସାହୁ, ଦୁଷ୍ମନ୍ତ ଲେଙ୍କା, ଅନ୍ତର୍ଯ୍ୟାମୀ ସାହୁ ସଞ୍ଜୟ ରଣା, ସୁଶାନ୍ତ ମଲ୍ଲିକ,ଟୁନୁ ସାହୁ,କ୍ଷୀରସାଗର ରଣା,ପୁଜକ ମଧୁ ଦାସ, ମନୁଦାସ […] The post ମନମୋହୁଛି ଶ୍ରୀ ଜଗନ୍ନାଥଙ୍କ ଦଶ ଅବତାର: ବରାହ ବେଶରେ ଦେଲେ ଦର୍ଶନ appeared first on Dharitri Odia News.

ମନମୋହୁଛି ଶ୍ରୀ ଜଗନ୍ନାଥଙ୍କ ଦଶ ଅବତାର: ବରାହ ବେଶରେ ଦେଲେ ଦର୍ଶନ

ରିଷିଡା ୩୦।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡା ମାଉସୀ ମା’ ମନ୍ଦିରରେ ସୋମବାର ତୃତୀୟ ଦିବସରେ ଶ୍ରୀ ଜଗନ୍ନାଥ ବରାହ ଅବତାର ବେଶରେ ସଜେଇ ହୋଇଛନ୍ତି। ଏହି ଅବତାରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖାଯାଇଥିଲା। ଏଥିରେ ମନ୍ଦିର କମିଟିର ସଭାପତି କରୁଣାକର ରଣା, ସମ୍ପାଦକ ପାର୍ଥ ସାହୁ, ବାବୁଲା ସାହୁ, ଦୁଷ୍ମନ୍ତ ଲେଙ୍କା, ଅନ୍ତର୍ଯ୍ୟାମୀ ସାହୁ ସଞ୍ଜୟ ରଣା, ସୁଶାନ୍ତ ମଲ୍ଲିକ,ଟୁନୁ ସାହୁ,କ୍ଷୀରସାଗର ରଣା,ପୁଜକ ମଧୁ ଦାସ, ମନୁଦାସ ପ୍ରମୁଖ ବିଭିନ୍ନ ନିତିକାନ୍ତିରେ ସହଯୋଗ କରୁଛନ୍ତି। ସନ୍ଧ୍ୟାରେଭଜନ ସମାରୋହ ସହିତ ପାଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

 

The post ମନମୋହୁଛି ଶ୍ରୀ ଜଗନ୍ନାଥଙ୍କ ଦଶ ଅବତାର: ବରାହ ବେଶରେ ଦେଲେ ଦର୍ଶନ appeared first on Dharitri Odia News.