ମନରୁ ଲିଭୁନି ସେହି କାଳ ରାତି

ଆଖିରୁ ଲୁହ ଶୁଖୁନି କି କୋହ ସମ୍ଭାଳି ହେଉନି। ସାନ ଭଉଣୀକୁ ଝୁରି ହେଉଛନ୍ତି ଦୁଇ ବଡ଼ ଭଉଣୀ। ଏକାଠି ସାଙ୍ଗ ହୋଇ ଯାଇଥିଲେ ୧୧, ହେଲେ ଫେରିଛନ୍ତି କେବଳ ୪ ।

ମନରୁ ଲିଭୁନି ସେହି କାଳ ରାତି
Array