ମନ୍ତ୍ରୀ ପଦ ମଳିଲାନି, ପୁଣି ଫିଙ୍ଗିଲେ ବୋମା !
ଓଡ଼ିଶାରେ BJP ଦେଲାନି ଠିକ୍ ପ୍ରାର୍ଥୀ ! ଅନେକ ସ୍ଥାନରେ ଯୋଗ୍ୟ ପ୍ରାର୍ଥୀଙ୍କୁ ମିଳିନି ଟିକେଟ୍ । ନହେଲେ ଆମେ ୧୦୦ ଉପରେ ସିଟ୍ ଜିତିଥାନ୍ତୁ । ଆମର ସ୍ବାଧୀନ ବିଧାୟକ ୩ ଜଣ । ବିଜେପି ଦଳରେ ଥାଇ ବିଜେପି ବିଧାୟକ ହୋଇ ପୁଣି ଥରେ ନିଜ ଘର ଭିତରେ ବମ୍ ପକାଇଛନ୍ତି ଜୟନାରାୟଣ ।