ମନ୍ତ୍ରୀଙ୍କ ନିର୍ଦ୍ଦେଶ ବଢ଼ୁଛି ଖରା ଶୀଘ୍ର ସଜାଡ଼….

ଭୁବନେଶ୍ୱର,୩।୯: ରାଜ୍ୟରେ ଅଚଳ ନଳକୂପକୁ ସଚଳ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ରବି ନାଏକ। ୭୧ ଜନସଂଖ୍ୟା ବିଶିଷ୍ଟ ଗାଁରେ ନୂଆ ନଳକୂପ ଖନନ ହେବ। ବସୁଧା ଯୋଜନାରେ ସୋଲାର ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତସ୍ତରରେ ଜଳଛତ୍ର ଖୋଲିବାକୁ ଚିଠି କରାଯାଇଥିବା କହଛନ୍ତି। ମେଗା ପାନୀୟ ଜଳ ପ୍ରକଳ୍ପ କାମ ଠିକ […] The post ମନ୍ତ୍ରୀଙ୍କ ନିର୍ଦ୍ଦେଶ ବଢ଼ୁଛି ଖରା ଶୀଘ୍ର ସଜାଡ଼…. appeared first on Dharitri Odia News.

ମନ୍ତ୍ରୀଙ୍କ ନିର୍ଦ୍ଦେଶ ବଢ଼ୁଛି ଖରା ଶୀଘ୍ର ସଜାଡ଼….

ଭୁବନେଶ୍ୱର,୩।୯: ରାଜ୍ୟରେ ଅଚଳ ନଳକୂପକୁ ସଚଳ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ରବି ନାଏକ। ୭୧ ଜନସଂଖ୍ୟା ବିଶିଷ୍ଟ ଗାଁରେ ନୂଆ ନଳକୂପ ଖନନ ହେବ। ବସୁଧା ଯୋଜନାରେ ସୋଲାର ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତସ୍ତରରେ ଜଳଛତ୍ର ଖୋଲିବାକୁ ଚିଠି କରାଯାଇଥିବା କହଛନ୍ତି। ମେଗା ପାନୀୟ ଜଳ ପ୍ରକଳ୍ପ କାମ ଠିକ ସମୟରେ ସାରିବାକୁ ନିର୍ଦ୍ଦେଶ’ ଦେଇଛନ୍ତି।

The post ମନ୍ତ୍ରୀଙ୍କ ନିର୍ଦ୍ଦେଶ ବଢ଼ୁଛି ଖରା ଶୀଘ୍ର ସଜାଡ଼…. appeared first on Dharitri Odia News.