ମନ୍ତ୍ରୀଙ୍କ ପାଦ ସେବା: କାଉଡ଼ିଆଙ୍କ ଗୋଡ଼ ଧୋଇଦେଲେ ସୂର୍ଯ୍ୟବଂଶୀ ସୁରଜ
ଭଦ୍ରକ: ଶ୍ରାବଣ ମାସ ଅବସରରେ କାଉଡ଼ିଆ ଶିବ ଭକ୍ତଙ୍କ ପାଦ ସେବା କଲେ ଉଚ୍ଚ ଶିକ୍ଷା, କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଭଦ୍ରକ ଆରଡ଼ି ରାସ୍ତାରେ କୋଠାର ଛକ ନିକଟ ଶ୍ରାବଣୀ ଯାତ୍ରାରେ ଯାଉଥିବା ଶିବ ଭକ୍ତ କାଉଡ଼ିଆଙ୍କ ପାଦ ସେବା କରିଛନ୍ତି। ସେବା କେନ୍ଦ୍ରରେ କାଉଡ଼ିଆ ଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ରହିଛି। ଏହା ବାଦ ଦୀର୍ଘ ସମୟ ଧରି ବିଭିନ୍ନ ଜଳ କଳସ ଉଠାଇ ଓଡିଶାର ଅନ୍ୟତମ ଶୈବ ପୀଠ ବାବା ଆଖଣ୍ଡଳମଣିଙ୍କ ନିକଟରେ ଜଳ ଲାଗି ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ କାଉଡ଼ିଆଙ୍କ ଭିଡ଼ ଜମିଛି। ଏହି ଅବସର ରେ କୋଠାର ଛକ ନିକଟରେ କାଉଡ଼ିଆଙ୍କ ପାଦ ଧୋଇ ସେବା କରିଛନ୍ତି ।
ଭଦ୍ରକ: ଶ୍ରାବଣ ମାସ ଅବସରରେ କାଉଡ଼ିଆ ଶିବ ଭକ୍ତଙ୍କ ପାଦ ସେବା କଲେ ଉଚ୍ଚ ଶିକ୍ଷା, କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଭଦ୍ରକ ଆରଡ଼ି ରାସ୍ତାରେ କୋଠାର ଛକ ନିକଟ ଶ୍ରାବଣୀ ଯାତ୍ରାରେ ଯାଉଥିବା ଶିବ ଭକ୍ତ କାଉଡ଼ିଆଙ୍କ ପାଦ ସେବା କରିଛନ୍ତି। ସେବା କେନ୍ଦ୍ରରେ କାଉଡ଼ିଆ ଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ରହିଛି।

ଏହା ବାଦ ଦୀର୍ଘ ସମୟ ଧରି ବିଭିନ୍ନ ଜଳ କଳସ ଉଠାଇ ଓଡିଶାର ଅନ୍ୟତମ ଶୈବ ପୀଠ ବାବା ଆଖଣ୍ଡଳମଣିଙ୍କ ନିକଟରେ ଜଳ ଲାଗି ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ କାଉଡ଼ିଆଙ୍କ ଭିଡ଼ ଜମିଛି। ଏହି ଅବସର ରେ କୋଠାର ଛକ ନିକଟରେ କାଉଡ଼ିଆଙ୍କ ପାଦ ଧୋଇ ସେବା କରିଛନ୍ତି ।