ମନ୍ଦିରରୁ ସିରିଜ ଲୁଟ: ସୁନା ଅଳଙ୍କାର ଓ ଦାନବାକ୍ସ ଲୁଟି ନେଲେ ଦୁର୍ବୁତ୍ତ
ଭଦ୍ରକ: ଭଦ୍ରକରେ ମନ୍ଦିରରୁ ସିରିଜ ଲୁଟ ହୋଇଥିବା ସୂଚନା ମିଳିଛି। ଦୁର୍ବୁତ୍ତମାନେ ସୁନା ଅଳଙ୍କାର ଓ ଦାନବାକ୍ସ ଲୁଟି ନେଇଥିବା ଜଣାପଡ଼ିଛି। ବହୁଦରଡ଼ା ପଞ୍ଚାୟତରେ ୨ଟି ମନ୍ଦିରରୁ ଚୋରୀ ହୋଇଥିବା ଅଭିଯୋଗ କରାଯାଇଛି। ଏହାସହିତ ଜଣେ ବ୍ୟକ୍ତିଙ୍କ ଘରୁ ୫୦ହଜାର ଟଙ୍କା ଏବଂ ସୁନା ଲୁଟ ହୋଇଛି। ପୁଲିସ ଉଭୟ ମନ୍ଦିରକୁ ଯାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।