ମମତାଙ୍କ ପୋଲ୍‌ ଖୋଲିଲେ ମନୀଷା, କହିଲେ ଏମିତି...

ପୁଣି ଚର୍ଚ୍ଚାରେ ମମତା ବାନାର୍ଜୀ । କ୍ଷମତା ପ୍ରସଙ୍ଗକୁ ନେଇ ଆଟାକ୍‌ କଲେ ମନୀଷା । କହିଲେ, ପ୍ରଧାନମନ୍ତ୍ରୀ ହେବାକୁ ଚେଷ୍ଟା କରୁଥିଲେ ମମତା । ପୂର୍ବରୁ ଅନେକ ବିବାଦରେ ମମତା ଛନ୍ଦି ହୋଇସାରିଥିବାବେଳେ ଏବେ ପୁଣି ମମତାଙ୍କୁ ଟାର୍ଗେଟ୍‌ କରିଛନ୍ତି ଶିବସେନା ନେତ୍ରୀ ମନୀଷା କାୟାଣ୍ଡେ ।

ମମତାଙ୍କ ପୋଲ୍‌ ଖୋଲିଲେ ମନୀଷା, କହିଲେ ଏମିତି...
Array