ଗ୍ରୀଷ୍ମ ପ୍ରବାହ ଏସଓପି ନ ମାନିଲେ କାର୍ଯ୍ୟନୁଷ୍ଠାନ

ରାଜସ୍ୱ ମନ୍ତ୍ରୀଙ୍କ ଚେତାବନୀ। ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସଓପି ନ ମାନିଲେ କାର୍ଯ୍ୟନୁଷ୍ଠାନ। ବେସରକାରୀ ସ୍କୁଲ କି କଲେଜ ନିୟମ ନ ମାନିଲେ କାର୍ଯ୍ୟନୁଷ୍ଠାନ ହେବ। ଗ୍ରୀଷ୍ମ ପ୍ରବାହ ପାଇଁ ଅନେକ ପଦକ୍ଷେପ ନିଆଯାଇଛି !

ଗ୍ରୀଷ୍ମ ପ୍ରବାହ ଏସଓପି ନ ମାନିଲେ କାର୍ଯ୍ୟନୁଷ୍ଠାନ
Array