ମମତାଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘାତ, ହସ୍ପିଟାଲରେ ହେଲେ ଭର୍ତ୍ତି
କୋଲକାତା,୧୪।୩: ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ତୃଳମୂଳ କଂଗ୍ରେସ ସୋସିଆଲ ମିଡିଆ ଏକ୍ସରେ ଫଟୋ ଶେୟାର କରି ଏହି ସୂଚନା ଦେଇଛି। ଫଟୋରେ ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ମୁଣ୍ଡରୁ ରକ୍ତସ୍ରାବ ହୋଉଥିବା ଦେଖାଯାଇଛି। Our chairperson @MamataOfficial sustained a major injury. Please keep her in your prayers ???????? pic.twitter.com/gqLqWm1HwE — All […] The post ମମତାଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘାତ, ହସ୍ପିଟାଲରେ ହେଲେ ଭର୍ତ୍ତି appeared first on Dharitri Odia News.
କୋଲକାତା,୧୪।୩: ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ତୃଳମୂଳ କଂଗ୍ରେସ ସୋସିଆଲ ମିଡିଆ ଏକ୍ସରେ ଫଟୋ ଶେୟାର କରି ଏହି ସୂଚନା ଦେଇଛି। ଫଟୋରେ ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ମୁଣ୍ଡରୁ ରକ୍ତସ୍ରାବ ହୋଉଥିବା ଦେଖାଯାଇଛି।
Our chairperson @MamataOfficial sustained a major injury.
Please keep her in your prayerspic.twitter.com/gqLqWm1HwE
— All India Trinamool Congress (@AITCofficial) March 14, 2024
The post ମମତାଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘାତ, ହସ୍ପିଟାଲରେ ହେଲେ ଭର୍ତ୍ତି appeared first on Dharitri Odia News.