ମରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି: ସୁର

ଭୁବନେଶ୍ୱର,୪ା୪: କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ସୋ-କଜ୍‌ର ଉତ୍ତର ରଖିଛନ୍ତି। ଗୁରୁବାର ସେ କଂଗ୍ରେସ ଭବନ ଯାଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟରେ ଏହାର ଉତ୍ତର ରଖିଛନ୍ତି। ସେ କହିଛନ୍ତି, ମୁଁ ପୁଅ ପାଇଁ କୌଣସି ସଭାସମିତିରେ ଭୋଟ୍‌ ମାଗି ନାହିଁ। ମୋ’ ନାଁରେ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି। ମରିବା ପର୍ଯ୍ୟନ୍ତ ମୁଁ କଂଗ୍ରେସରେ ରହିବି ବୋଲି ଆଜି ସୁର କହିଛନ୍ତି। The post ମରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି: ସୁର appeared first on Dharitri Odia News.

ମରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି: ସୁର

ଭୁବନେଶ୍ୱର,୪ା୪: କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ସୋ-କଜ୍‌ର ଉତ୍ତର ରଖିଛନ୍ତି। ଗୁରୁବାର ସେ କଂଗ୍ରେସ ଭବନ ଯାଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟରେ ଏହାର ଉତ୍ତର ରଖିଛନ୍ତି। ସେ କହିଛନ୍ତି, ମୁଁ ପୁଅ ପାଇଁ କୌଣସି ସଭାସମିତିରେ ଭୋଟ୍‌ ମାଗି ନାହିଁ। ମୋ’ ନାଁରେ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି। ମରିବା ପର୍ଯ୍ୟନ୍ତ ମୁଁ କଂଗ୍ରେସରେ ରହିବି ବୋଲି ଆଜି ସୁର କହିଛନ୍ତି।

The post ମରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି: ସୁର appeared first on Dharitri Odia News.